ଓଡ଼ିଶା ରାଜ୍ୟସ୍ତରୀୟ ଏକ ମହାନ କାର୍ଯ୍ୟକ୍ରମ ସହିତ ପ୍ରୋଜେକ୍ଟ କ୍ରୋଡାଇଲର ୫୦ ବର୍ଷ ପାଳନ

ଭୁବନେଶ୍ୱର: ୧୭/୦୬ ରାଜ୍ୟର ଅନନ୍ୟ କୁମ୍ଭୀର ଐତିହ୍ୟ ସଂରକ୍ଷଣ ପ୍ରତି ୫୦ ବର୍ଷର ପ୍ରତିବଦ୍ଧତାକୁ ଉପଲକ୍ଷେ ଆଜି ପ୍ରୋଜେକ୍ଟ କ୍ରୋଡାଇଲର ୫୦ ବର୍ଷ ପାଳନ କରିଛି। ଓଡ଼ିଶା ସରକାରଙ୍କ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା…

ପୁରୀ ସଦର ହରେକୃଷ୍ଣ ପୁର ପଞ୍ଚାୟତ ପଟନାୟକ ସାହି ରେ ମହା ଆଡମ୍ବରରେ ପାଳିତ ହେଉଛି ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ

ପୁରୀ : (ମନୋଜ କୁମାର ବଳିଆରସିଂ)ଆଷାଢ ମାସ ପଞ୍ଚମୀ ତିଥି କୃଷ୍ଣ ପକ୍ଷ ରେ ଗ୍ରାମ ଦେବତୀ ମାଆ ଛୋଟା ପୁଅ ଙ୍କ ଜନ୍ମ ତିଥି ଉପଲକ୍ଷେ ପ୍ରଥମ ଦିନ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ଗ୍ରାମର ମଙ୍ଗଳ ପାଇଁ କରାଯାଇଥାଏ ଏବଂ…

ପୁରୀରେ କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ

ପୁରୀ : ୧୬/୦୬(ମନୋଜ କୁମାର ବଳିଆରସିଂ )ରିଖ ସୋମବାର ଦିବା ଘ୧୧.୩୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂସ୍କୃତି ଭବନ, ପୁରୀ ରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି ‌। “ବର୍ଷ ୧ ପ୍ରତାରଣା ଅନେକ” ଶୀର୍ଷକ…

ଦ ବେଲ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ଝୁମର ପାଳିତ

ପୁରୀ: ୧୪/୬(ମନୋଜ କୁମାର ବଳିଆରସିଂ )ସ୍ବେଛାସେବୀ ସଂଗଠନ ଦ ବେଲ୍ ଓମେନ୍ସ୍ କ୍ଲବ୍ ତରୁଫରୁ ନିଆରା ଢଙ୍ଗରେ ପାଳିତ ହୋଇଛି ରଜ ଉତ୍ସବ ‘ ଝୁମର ‘ ।ପହିଲି ରଜରେ ପୁରୀ ବଳିଆ ପଣ୍ଡା ବସ୍ତି ଅଞ୍ଚଳରେ ଥିବା ୫୦୦ ରୁ…

କେସିଙ୍ଗା ROB କୁ ନେଇ ଚର୍ଚ୍ଚା

କେସିଙ୍ଗା ( ପ୍ରୀତେଶ ପଟେଲ)ଆରମ୍ଭ ହେବା ପୂର୍ବରୁ ଦାବି ଆରମ୍ଭ ହେଲା ପରେ ବି ଦାବି ।ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ନିର୍ମାଣାଧୀନ ରହିଥିବା ROB କୁ ନେଇ ।କେସିଙ୍ଗା ସହର ମଧ୍ୟ ଦେଇ ଗତି କରିଛି ୨୬…

ସାହାଯ୍ୟ ଅପେକ୍ଷାରେ ଶଯ୍ୟାଶାୟୀ ସନ୍ଧ୍ୟାରାଣୀ ,ସମ୍ପର୍କୀୟ ନଥିବା ରୁ ଚିକିତ୍ସା ପାଇଁ ଡକ୍ଟର ବାରଣ କଲେ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର ମହୁଲ ପାଲୀ ଗ୍ରାମର ଦେଖି ବାକୁ ମିଳିଲା ଏକ ଅଭାବନିଅ ଦୁଃଖ l ଗ୍ରାମର ୪୫ବସିୟା ରୋଗୀଣି ସନ୍ଧ୍ୟା ରାଣୀ ବିଶି ଦିନ ମଜୁରିଆ ୩ମାସ ହେବ…

କେସିଙ୍ଗା ପୋଲିସ ଜବତ କଲା ୧୬ ଲିଟର ବିଦେଶୀ ଓ ୩ଲିଟର ଦେଶୀ ପାଉଚ ମଦ

କେସିଙ୍ଗା (ପ୍ରୀତେଶ ପଟେଲ)ଓଡିଶା ସାରା ମଦ ଦୋକାନ ଉପରେ ଚଢାଉ ଚର୍ଚା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜୋରସୋରରେ ଚାଲିଛି | ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ସହର ରେ କିଛି ଦିନ ତଳେ ୱାର୍ଡ ନମ୍ବର ୮ …