କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ମକ୍ ଡ୍ରିଲ

କେସିଙ୍ଗା: ୧୯/୦୬(ପ୍ରୀତେଶ ପଟେଲ)କେସିଙ୍ଗା ବ୍ଲକ ବେଲାଖଣ୍ଡି ପଞ୍ଚାୟତରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ଦିନ ବେଲଖଣ୍ଡି ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ରେ ପ୍ରାକୃତିକ ବିପର୍ଯୟ ର ମୁକାବିଲା କରିବା ନିମନ୍ତେ ମକଡ୍ରିଲ ବା ସାମୁହିକ ଅଭ୍ୟାସ…

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା

ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ): ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗାସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରପଞ୍ଚ ତଥା ବନ୍ୟା ଆଶ୍ରୟସ୍ଥଳୀ ସଭାପତି ଶକୁନ୍ତଳା ବେହେରାଙ୍କ ଅଧ୍ୟକ୍ଷତାରେ ବନ୍ୟା ଆଶ୍ରୟସ୍ଥଳସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା- ୨୦୨୫ ଅନୁଷ୍ଠିତ ହୋଇଯାଇଛି…

ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ -୨୦୨୫

କେସିଙ୍ଗା : ( ପ୍ରୀତେଶ ପଟେଲ)ଅଦମ୍ୟ ଇଚ୍ଛା ଶକ୍ତି , ନିରବଚ୍ଛିନ୍ନ ଅଧ୍ୟବସାୟ ଓ ସମୟୋଚିତ ଅଭିପ୍ରେରଣା ହିଁ ସଫଳତାର ମୂଳଚାବି କାଠି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ,କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ, ଓଷ୍ଟା, କେସିଙ୍ଗା ଆନୁକୂଲ୍ୟରେ…

ରଥଯାତ୍ରା ସମୀକ୍ଷା କଲେ ଉଚ୍ଚ ସ୍ତରୀୟ ମନ୍ତ୍ରୀ କମିଟି

ଶ୍ରଦ୍ଧାଳୁ ଙ୍କ ସୁଖଦ ଓ ସୁରକ୍ଷିତ ଦର୍ଶନ ପାଇଁ ଦେଲେ ପରାମର୍ଶ ପୁରୀ ୧୯/୬( ମନୋଜ କୁମାର ବଳିଆରସିଂ )ଚଳିତ ବର୍ଷର ରଥଯାତ୍ରା ନିକଟ ହୋଇ ଆସିଲାଣି।ସମସ୍ତ କାର୍ଯ୍ୟ କୁ ଚୁଡାନ୍ତ ରୂପ ଦେବାକୁ ସରକାର, ପ୍ରଶାସନ ଓ ସେବାୟତ ପ୍ରସ୍ତୁତ…

ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ

ପୁରୀ : (ମନୋଜ କୁମାର ବଳିଆରସିଂ )ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଅବକାଶ ଲେନ୍ ସ୍ଥିତ ମା’ ଭୂବନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ସଭାପତି ପ୍ରଫେସର ଲକ୍ଷ୍ମୀଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ତା ୧୯.୦୬.୨୦୨୫ ରିଖ ଦିବା…

ପୁରୀରେ ବିଜେଡିର ଯୁବଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ

ପୁରୀ : ସ୍ବାମୀନାରାୟଣ ମନ୍ଦିର ପଡ଼ିଆରେ ଆୟୋଜିତ ବିଜେଡିର ଯୁବଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ଆଜି ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ନେଇ ବର୍ଷିଛନ୍ତି ନେତା। ସରକାରଙ୍କ ଲମ୍ୱା ବିଫଳତାର ତାଲିକା ଉପସ୍ଥାପନ କରିବା ସହ ‘ବର୍ଷ ଏକ ଉପଲବ୍ଧି…

ବିକାଶ ମେଳା ଉଦଯାପିତ

ପୁରୀ୧୮/୬ (ମନୋଜ କୁମାର ବଳିଆରସିଂ)ଶରଧାବାଲି ଠାରେ ଗତ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ର ବିକାଶ ମେଳା ଆଜି ସଂଧ୍ୟାରେ ଉଦଯାପିତ ହୋଇଥିଲା।ଏହି ଉଦଯାପନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର…

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପ୍ରସ୍ତୁତି ବୈଠକ

ପୁରୀ ୧୮/୬ (ମନୋଜ କୁମାର ବଳିଆରସିଂ )ଜୁନ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ।ପୁରୀ ଜିଲ୍ଲାରେ ଏହାକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ଆଜି ଅପରାହ୍ନରେ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ…