୨୨ ତମ ଜୟ ହନୁମାନ ଯୁବକ ସଂଘ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲରେ କେସିଙ୍ଗାକୁ ହରାଇ ନାରିକଟା ବିଜୟୀ

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ଯଗୁଆ ଗ୍ରାମପଞ୍ଚାୟତ ତୁର୍ଲା ଖେଳ ପଡିଆରେ ଚଳିତ ବର୍ଷ ୨୨ ତମ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୨୫ ତାରିଖ ସୋମବାର ଠାରୁ ଆଠ ଗୋଟି ଟିମ ମଧ୍ୟରେ ଲିଗ…

ବେକରେ ଓଢଣୀ ଲଗାଇ ଯୁବତୀ ଙ୍କ ଆତ୍ମହତ୍ୟା

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୋକସରା ଥାନା ଅନ୍ତର୍ଗତ ମାଳପଡା ଗ୍ରାମର ଜଣେ ଯୁବତୀ ବେକରେ ଓଢଣୀ ପକାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବତୀ ଜଣକ ଙ୍କ ନାମ ପାର୍ବତୀ ଦୁର୍ଗା (…

ଏନ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି କନଫରେନ୍ସ ହଲ ଠାରେ ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ ଙ୍କ ସଭାପତିତ୍ବରେ ଏକ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା। ଏଥି…

ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ଗତକାଲି ଆଦିମ ଅଧିବାସୀ ଏକତା ମଞ୍ଚ ତରଫରୁ ଏକ ସ୍ମାରକ ପତ୍ର CDPO ହର ଭଙ୍ଗା ଙ୍କୁ ପ୍ରଦାନ କରା ଯାଇଛି ,ସୂଚନା ଥାଉକି ବିଗତ ୨୦୦୯ ମସିହାରୁ ବିଭିନ୍ନ ଯୋଜନା ର ଲୋକଙ୍କ ଅଧିକାର କୁ…

ସୁଶାସନ ଦିବସ ଆୟୋଜିତ

ଭବାନୀପାଟଣା : (ନରେନ୍ଦ୍ର ନେଗୀ)ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ରେ ଏକ ଦିବସୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମ୍ୟୁନିସିପାଲିଟି…

ସକ୍ଷମ, ଓଡିଶା ବିକଳାଙ୍ଗ ମଞ୍ଚ ଓ ରାୟଗଡା ଭିନ୍ନକ୍ଷମ ମହାସଂଘ ତରଫରୁ ଫଳ ରସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା : (ରମାକାନ୍ତ ପୋଡାଲ ) ରାୟଗଡା ଜ଼ିଲ୍ଲା ସଦରମହକୁମାର ରେ ଥିବା ବ୍ଲକ ଅଫିସ କାର୍ଯ୍ୟାଳୟ ଠାରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚାଲିଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ରେ ସକ୍ଷମ, ଓଡିଶା ବିକଳାଙ୍ଗ ମଞ୍ଚ…