ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଧର୍ମଗଡ଼,୧୦/୫(ହେମନ୍ତ କୁମାର ମାଝୀ) ଓଡ଼ିଶା ରକ୍ତଦାତା ମହାସଂଘ ର ଆହ୍ୱାନ କ୍ରମେ ଧର୍ମଗଡ଼ ସ୍ଥିତ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷି…
