ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ବାସିନୀ ଗ୍ରାମ ପଞ୍ଚଯାତ ବେତାଳ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି 1 ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ବାବୁଲି ମିଶ୍ର,ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାଲକା ରବୀନ୍ଦ୍ର, ସମ୍ମାନିତ WEO ଗୋବିନ୍ଦ ଚନ୍ଦ୍ର ସେଠି, vic chairman ନନ୍ଦିନୀ ସାମରତ, ସରପଞ୍ଚ ତାଙ୍କଧର ରନ୍ଧାରୀ, AdWO ଭାରତ ଚନ୍ଦ୍ର ସାହୁ, AdWO କୁମାରୀ ନିବେଦିତା ବିଶ୍ୱାଳ,ପ୍ରମୁଖ ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ !

ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଂସୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଥିଲା ! ଶେଷରେ ବେତାଳ ଆଶ୍ରମ ବିଦ୍ୟାଳୟ ର ପ୍ରଦାନ ଶିକ୍ଷକ ମଧୁସୂଦନ ଅମାନତ୍ୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏହି କାର୍ଯ୍ୟକ୍ରମ କୁ ଆଶ୍ରମ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସୁରୁଖୁରୁରେ ପରିଚାଳନା କରିଥିଲେ !