ଧର୍ମଗଡ଼:୧୯/୧୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଵ୍ଳକ ଅଧିନସ୍ଥ ମିଚାଗାଁ ଠାରେ ଜହ୍ନି ଓସା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ତଥା ପଣ୍ଡରା ମାଳି ସମାଜ ର ଯୁଵବାହିନି ସଭାପତି ଦୁର୍ଗା ପ୍ରସାଦ ନାଏକ ଓ ସମ୍ମାନିତ ଅତିଥି ଭାବରେ ଯୁବ ନେତା ତୁଲେଶ୍ଵର ନାଏକ ଏଵଂ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁନାଗଡ଼ ଏନ୍ ଏ ସି ଶ୍ରୀଯୁକ୍ତ ଇଶ୍ଵର ପୂଝାରୀ ଵରିଷ୍ଟ ଶିକ୍ଷାବିତ ପଦ୍ମ ଲୋଚନ ପ୍ରଧାନୀ ଆଦିବାସୀ ସମାଜ ସଭାପତି ହୃଦାନନ୍ଦ ଭୋଇ କଳାହାଣ୍ଡି ଜିଲ୍ଲା ସୁନାରି ସମାଜ ସମ୍ପାଦକ ବିରଞ୍ଚି ସରାଫ ସମାଜସେବୀ ହିମାଂଶୁ ବରାଡ ପଣ୍ଡରା ମାଳି ସମାଜ ଵରିଷ୍ଟ କାର୍ଯ୍ୟ କର୍ତ୍ତା ଧନଜୟ ମାଝୀ ଯୋଗ ଦେଇଥିଵା ବେଳେ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।