ଢେଙ୍କାନାଳ: କୁଞ୍ଜକାନ୍ତ ଉତ୍ତର ମଧୁବନ ୱର୍ଡ ନମ୍ୱର ୩ ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ ସୃର୍ଯ୍ୟ ପୂଜା ମଣ୍ଡଳ ପୂଜା ଚକ୍ଷୁ ଦାନ ମହାଲକ୍ଷ୍ମୀ ଙ୍କୁ ଆବାହନ । ମା ଙ୍କର ସୋଳଶ ଉପଚାର ପୂଜା । ଶ୍ରୀ ସୁକ୍ତ ରେ ଆହୁତି ଓ ବିଭିନ୍ନ ଭୋଗ ରାଗ ଲାଗିବା ଅର୍ନ୍ ଧୂପ ଲାଗି କରାଯାଇଥିଲା ।

ପ୍ରତେକ ଦିନ ସନ୍ଧ୍ୟାରେ ଆଳତି ରାତ୍ର ଅର୍ନ ଧୂପ ଲାଗି କରାଯିବ । ଦୀର୍ଘ ୬ବର୍ଷ ଧରି ମାଙ୍କୁ ପୂଜା କରିଆସୁଛନ୍ତି ପୂଜକ ରୁଦ୍ରନାରାୟଣ କବି ଶତପଥୀ ଅର୍ଚ୍ଚନା କରିଥିଲେ। କର୍ତ୍ତା ଅମିୟ ରଞ୍ଜନ ତ୍ରିପାଠୀ ଉପସ୍ଥିତିରେ ପୂଜା କରାଯାଇଥିଲା