ନବରଙ୍ଗପୁର ( ବେଣୁ ଗୋପାଳ ରାଓ) ହସ୍ତେରୁଆ ଗ୍ରୁପ ର ଶ୍ରୀ ରାମନାଥ ତ୍ରିପାଠୀ ଓ କିଛି ସଦସ୍ୟ ଏବଂ ନବରଙ୍ଗପୁର ପୌର ପାଳିକା ର ଚେୟାରମେନ ଶ୍ରୀ କୁନୁ ନାୟକ ସମେତ ପୌର ପାଳିକା ର କେତେକ କର୍ମଚାରୀ ମିଳିତ ଭାବେ ଆଜି ହସି ହସି ସଖାଳୁ ନବରଙ୍ଗପୁର ସଦାଶିବ ପାର୍କ ରେ ସପେଇ କରିଥିଲେ ! ଦୁଇ ଦିନ ତଳେ ହସ୍ତେରିଆ ଫେସବୂକ ଗ୍ରୁପ ରେ ନବରଙ୍ଗପୁର ସଦାଶିବ ପାର୍କ ର ଅବ୍ୟବସ୍ଥା ସମ୍ପର୍କ ରେ କିଛି ଫୋଟ ଭାଇରଲ ହେଇଥିଲା ! ଏହି ଖବର ଜାଣିବା ପରେ ନବରଙ୍ଗପୁର ପୌର ପାଳିକା ର କିଛି କର୍ମଚାରୀ ଏବଂ ହସ୍ତେରିଆ ଗ୍ରୁପ ର କିଛି ସଦସ୍ୟ ମିଶି ଆଜି ସମସ୍ତେ ହସି ହସି ସପେଇ କରିଥିବାର ଦେଖିବାକୁ ମିଳିଛି ! ତାଙ୍କର ଏପରି କାର୍ଯ୍ୟକ୍ରମ ଦେଖି ବିଭିନ୍ନ ମହୋଲରେ ପ୍ରଶଂସା କରୁଛନ୍ତି !