ହୀରାକୁଦ : (ଉମା ଶଙ୍କର ଗୌଡ )ହୀରାକୁଦ ସହର ରେ ନକଲି ମଦ ବଡ ସମସ୍ୟା ହେଇ ସାରିଲାଣି ଏହି ସମସ୍ୟା ଦିନକୁ ଦିନ ବଡ଼ିବାରେ ଲାଗିଲାଣି ହୀରାକୁଦ ସହର ରେ ବିଭିନ୍ନ ଜାଗାରେ ମିଳୁଛି କିନ୍ତୁ ଏବେ ର ସମୟ ରେ ହୀରାକୁଦ ରେ ଏକ ମାତ୍ର ଲାଇସନ୍ସ ଧାରି ବିଦେଶୀ ମଦ ଦୁକାନ ରେ ନକଲି ମଦ ମିଳୁଛି ଏଂବ ହୀରାକୁଦ ସହର ରେ ମିଳୁଛି ଗତକାଲି ଏହି ନକଲି ମଦ ବେପାରୀ କୁ ନେଇ ସମ୍ବଲପୁର ଏକ୍ସସାଇଜ଼ ବିଭାଗ ବିଦେଶୀ ମଦ ଦୁକାନ କର୍ମ କର୍ତ୍ତା ର ଶକ୍ତିନଗର ଘର ମାନଙ୍କରେ ରେଡ କରିଥିଲା

ଏହି ରେଡ ରେ ଜାଣିବାକୁ ପାଇଥିଲେ ଯେ ନକଲି ମଦ ବେପାର ଚାଲିଥିବା ନକଲି ମଦ କୁ ନେଇ ସେମାନେ କୁଚିଆ ବେପାରୀ ଠାରୁ ଆରମ୍ଭ କରି ମଦ ଦେକାନ କୁ ଯାଉଥିବା ଗ୍ରାହକ ମାନଙ୍କୁ ଦେବାରେ ପଛାଉ ନଥିଲେ ଏହି ନକଲି କାରବାର ନେଇ ଗତକାଲି ଏକ୍ସସାଇଜ଼ଏ ବିଭାଗ ରେଡ ସମୟ ରେ ଜାଣିବାକୁ ପାଇଥିଲେ ଏହା କୁ ନେଇ ଆମେ ଏକ୍ସସାଇଜ଼ ବିଭାଗ ର ଇନ୍ସ୍ପେକଟର ଭୈରବ ସାହୁ କୁ ପଚାରିଲା ଫଳରେ ସେ କହିଲେ ଗତକାଲି ଆମେ ରେଡ କରିଥିଲୁ ଏଂବ ଘର ମାନଙ୍କ ଠାରୁ ନକଲି ମଦ ଓ ପାଣି ମିଶା ମଦ ବୋଟଲ ସହ ମେସିନ ଜବତ କରିଛୁ

ଏହି ରେଡ ରେ ଦଶ ଲିଟର 400 ଏମ ଏଲ ସହ ଜିତେନ୍ଦ୍ର ପ୍ରସାଦ ସାହୁ, ମୁକେଶ ଯାଦବ, କୁ ଗିରବ କରିଛନ୍ତି ଆଉ ଜଣେ ଦେଓ କୁମାର ଫେରାର ଅଛି ଏହି ସମସ୍ତ ଗିରଫ ହୋଇଥିବା ଦୋଷୀ ହୀରାକୁଦ ବିଦେଶୀ ମଦ ଦୋକାନ ରେ ଚାକିରୀ କରୁଥିଲେ ପୂର୍ବ ରୁ ବହୁବର୍ଷ ହେଲା ନକଲି ମଦ ବିଦେଶୀ ମଦ ଦୋକାନ ରେ ଚାଲିଥିଲା ହୀରାକୁଦ ସହରରେ ନକଲି ମଦ କୁ ନେଇ ଆତଙ୍କ ଖେଳି ଯାଇଛି ହୀରାକୁଦ ସହରରେ ଏହି ମଦ ଦୋକାନ କେବେ ବନ୍ଦ ହେବ