
ପୁରୀ : (ମନୋଜ କୁମାର ବଳିଆରସିଂ)ପୁରୀ ସହର କୁ ଲାଗିଥିବା ବାଲିଗୁଆଳି ପଞ୍ଚାୟତ ର ଅବସ୍ଥା ପୋଥାଳ ବଗିଚାୟେ ଅଞ୍ଚଳ ,ସନାତନ ବିହାର,ବ୍ରାହ୍ମଣ ପୋଖରୀ,ବ୍ରାହ୍ମଣ ପୋଖରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସଲଗ୍ନ ଅଞ୍ଚଳର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।ସାଧାରଣ ରେ ଚର୍ଚ୍ଚା ହେଉଛି କେବେ ହେବ ଏହି ରାସ୍ତାର ଉନ୍ନତି କରଣ ଏବଂ କେବେ ପଡିବ ବ୍ଲକ ଅଧିକାରୀ କିମ୍ବା ନେତା ମନ୍ତ୍ରୀ ଙ୍କ ନଜର।