
ପୁରୀ : ଅସରାଏ ବର୍ଷା ରେ ବେହାଲ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।ଆସନ୍ତା ୩୧ତାରିଖ ଯାଏ ଲଘୁଚାପ ଜନିତ ବର୍ଷା ହେବାକୁ ଥିବା ବେଳେ ଆଜି ସକାଳୁ ପୁରୀ ରେ ବର୍ଷା ଲାଗି ରହିଛି।ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଣି ଜମି ରହିଥିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ଯାତାୟତ ରେ ଅସୁବିଧା ହେଉଛନ୍ତି।ସାଧାରଣ ରେ ଚର୍ଚ୍ଚା ହେଉଛି କେବେ ସୁଧୁରିବ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା।