ବନ୍ଦ ହେଲା ରଥ ଟଣା:ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ, ଭକ୍ତଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି

ପୁରୀ: ବଳଭଦ୍ରଙ୍କ ରଥଟଣା ବିଳମ୍ବ ଯୋଗୁଁ ବଡ଼ଦାଣ୍ଡରେ ଅଟକିଗଲେ ମହାପ୍ରଭୁ। ଯାହାକୁ ନେଇ ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ, ଭକ୍ତଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି କରିଛି। ଆଜି ଅପରାହ୍ନ ୪ଟା ୫ରେ ରଥଟଣା ଆରମ୍ଭରୁ ହିଁ ବିଗିଡିଯାଇଥିଲା ରଥଟଣା ଶୃଙ୍ଖଳା। ବଳଭଦ୍ରଙ୍କ ରଥ…