ଭାରତୀୟ ଜନତା ପାର୍ଟିର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଂକ୍ରୟ ସଦସ୍ୟ ସମ୍ମିଳନୀ

ଧର୍ମଗଡ଼ ତା ୧୭/୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତା ରେ ହୋଟେଲ ରାଜ ସଭା ଗୃହ ଠାରେ…

ଜୁନାଗଡ଼ ନବରଙ୍ଗପୁର ସ୍ଵତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ଼ ଷ୍ଟେସନ ସହର ଅଳ୍ପ ଦୂରରେ ସ୍ଥାପିତ ହେବ।

ଧର୍ମଗଡ଼ ତା ୧୭/୪( ହେମନ୍ତ କୁମାର ମାଝୀ)ଜୁନାଗଡ଼ ନବରଙ୍ଗପୁର ସ୍ଵତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ଼ ରୋଡ ଷ୍ଟେସନ୍ ସହରର ଅଳ୍ପ ଦୂରରେ ସ୍ଥାପିତ ପାଇଁ ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ…

ରାଜ୍ୟ ରେ ନାରୀ ନିର୍ଯ୍ୟାତନା ବୃଦ୍ଧି ଘଟଣାରେ କାଶୀପୁର ବ୍ଲକ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ସଭାଯାତ୍ରା

କାଶୀପୁର: (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସଦର ଗାନ୍ଧି ମଣ୍ଡପ ଠାରୁ ଲକ୍ଷ୍ମୀ ବଜାର ଛକ ପର୍ଯ୍ୟନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ ଭାବରେ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।ପ୍ରଦେଶ କଂଗ୍ରେସ ସଭାପତି ସମ୍ନାନନୀୟ ଶ୍ରୀଯୁକ୍ତ…

ସଚେତନ ନହେଲେ ଐତିହ୍ୟ ସୁରକ୍ଷା ସମ୍ଭବ ନୁହେଁ

ପୁରୀ : (ମନୋଜ କୁମାର ବଳୀୟାରସିଂ)ବିଶ୍ୱ ଐତିହ୍ୟ ଦିବସ ଅବସରରେ ଐତିହ୍ୟ ସରଂକ୍ଷଣ ପରିଷଦ ,ପୁରୀ ପକ୍ଷରୁ ସ୍ଥାନୀୟ ୟୁଥ ହଷ୍ଟେଲ ସଭାଗୃହରେ ଐତିହ୍ୟ ଦିବସ ପାଳିତ ହୋଇଯାଇଛି।ପରିଷଦର ସଭାପତି ଶ୍ରୀ ବିଭୁପ୍ରସାଦ ତ୍ରିପାଠୀଙ୍କ ସଭାପତି ତ୍ୱରେ ଆୟୋଜିତ ଏହି ଉତ୍ସବରେ…

ପୁରୀ ସାହିତ୍ୟ ମହୋତ୍ସବ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

ପୁରୀ ସାହିତ୍ୟ ମହୋତ୍ସବ ଭାରତର ସାଂସ୍କୃତିକ ଐତିହ୍ୟ ଓ ପ୍ରଗତିଶୀଳ ଆକାଂକ୍ଷାର ଏକ ଉତ୍ସବ: ରାଜ୍ୟପାଳ ପୁରୀ ୧୮/୪ (ମନୋଜ କୁମାର ବଳିଆରସିଂ )ଆଧ୍ୟାତ୍ମିକ ଭାବରେ ପ୍ରତିଧ୍ୱନିତ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ପୁରୀ ସହରରେ ପୁରୀ ସାହିତ୍ୟ ମହୋତ୍ସବର ଉଦଘାଟନ…

ଉତ୍କଳ ବିଦ୍ୱତ୍ ପରିଷଦ ତରଫରୁ ପୁରୀରେ ସାଧୁ ସନ୍ଥ, ଭକ୍ତ ଓ ଜନସାଧାରଣଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ

ପୁରୀ : (ମନୋଜ କୁମାର ବଳିଆରସିଂ )ସନାତନ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ଓ ପ୍ରଚାର ପାଇଁ କାର୍ଯ୍ୟରତ “ଉତ୍କଳ ବିଦ୍ୱତ୍ ପରିଷଦ” ପୁରୀରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି। ଆଜି ଶ୍ରୀମନ୍ଦିର ନିକଟସ୍ଥ ଉତ୍ତରପାର୍ଶ୍ଵ ମଠ ନିକଟରେ ଆୟୋଜିତ…

କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କଲେ ମାନ୍ୟବର ରାଜ୍ୟପାଳ

ପୁରୀ ୧୭/୪ (ମନୋଜ କୁମାର ବଳିଆରସିଂ )ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର କୁ ବୁଲି ଦେଖିଛନ୍ତି ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଦ୍ୱାରା ପରିଚାଳିତ ଏହି ବିଜ୍ଞାନ କେନ୍ଦ୍ରରେ କୃଷି…