ହିନ୍ଦୁ ଏକତା ମଞ୍ଚ ତରଫରୁ ମହାମୋହିମ ରାଷ୍ଟ୍ରପତିଙ୍କୁ ଜ୍ଞାପନ
କେସିଙ୍ଗା ୨୫.୦୪(ପ୍ରୀତେଶ ପଟେଲ)ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଏକ ଜ୍ଞାପନ କେସିଙ୍ଗା ବି…