ଘଟି ତଳୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଂଚାୟତ ରାଣୀସାହି ଗ୍ରାମର ଘାଟି ତଳୁ ଏକ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଛି। ସୂଚନା ମତେ ରାଣୀ ସାହି ଗ୍ରାମର କରୁଣାକର ନାୟକ (୬୮ ) ଗତ ୧୮  ତାରିଖ…

ମୂଷା କାଟିଦେଲା ଆଧାର କାର୍ଡ, ତିନିମାସ ହେଲା ଭତ୍ତା ବନ୍ଦ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଧାର କାର୍ଡ ମୂଷା କାଟି ଦେବା ପରେ ଅସହାୟ ବୃଧାଙ୍କୁ ଗତ ତିନିମାସ ହେଲା ଚଳିବା ମୁସ୍କିଲ ହୋଇଗଲାଣି । ଘରେ ଚୁଲି ଜଳୁନି ଆଉ କିଛି ଦିନ ଏମିତି ଲାଗିରହିଲେ ଜୀବନ ଯିବ ନିଶ୍ଚିତ ।…

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ

ହରଭଙ୍ଗା: ( ଚିତ୍ତରଞ୍ଜନ ସିଂହ) ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ୩  ଦିନ ଧରି ଚାଲିଥିବା ଅନୁଷ୍ଠାନ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ୩୦୦  ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ…

ଜିଲ୍ଲାସ୍ତରୀୟ ସହିଦ ଦିବସରେ ବୌଦ୍ଧର ଦୁଇ ସହିଦଙ୍କ ପିତାଙ୍କୁ କରାଗଲା ସମ୍ମାନୀତ

ବୌଦ୍ଧ:୨୧/୧୦(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁଲିସ ଓ ୫ମ ଆଇଆରବି ପକ୍ଷରୁ ବଲାସିଙ୍ଗା ସ୍ଥିତ ଆଇଆରବି ପ୍ୟାରେଡ ପଡିଆରେ ଠାରେ ଆଜି ୬୪ ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ…

ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସ ପଡିଆରେ ସହିତ ଦିବସ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଦେଶ ଓ ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମୟରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରି ଆସିଛି। ଅନେକ ସମୟରେ ନିଜେ ବଳୀ ପଡି ଅନ୍ୟର ଜୀବନ ରକ୍ଷା କରିଆସୁଛି । ପୋଲିସ ସବୁବେଳେ ଜନସାଧାରଣଙ୍କ ବନ୍ଧୁ l ତେଣୁ ଲୋକେ…