ଗୁରୁଗ୍ରାମ ଠାରେ ଦୁର୍ଗା ପୂଜା ଆୟୋଜନ

ନୂଆଦିଲ୍ଲୀ:୨୬/୧୦ (କିଶୋର ଦ୍ଵିବେଦୀ )ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଓଡ଼ିଆ ମାନେ ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ କରିଥିବା ଜଣାଯାଇଛି। ଦିଲ୍ଲୀର ଉପକଣ୍ଠବର୍ତ୍ତୀ ଗୁରୁଗ୍ରାମର ଚାରିନମ୍ୱର ସେକଟର ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ମା ଦୁର୍ଗତି…

ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଅଧ୍ୟକ୍ଷ ନିର୍ବାଚନ,ବର୍ଷ ୨୦୨୩/୨୫ ପାଇଁ ରିଙ୍କୁ ଅଗ୍ରୱାଲ ନିର୍ବାଚିତ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାର ପରିଚାଳନା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ବର୍ଷ ୨୦୨୩/୨୫ ପାଇଁ ଅଧ୍ୟକ୍ଷ ପଦ ପାଇଁ ପ୍ରେମ ଚାନ୍ଦ ଜୈନ ଓ ରିଙ୍କୁ ଅଗ୍ରୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇଲେ ୧.୬ ବର୍ଷ ର କୁନି ପୁଅ ସମ୍ଭବ

ଧର୍ମଗତ:୨୬/୧୦(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନସ୍ଥ ଥନଟ ଗ୍ରାମର କୁନି ପୁଅ ଅସମ୍ଭବ କୁ ସମ୍ଭବ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ମାତ୍ର ୧.୬ ବର୍ଷ ବୟସରେ ସମ୍ଭବ ପଣ୍ଡା ପ୍ରଥମ ସ୍ଥାନ ପ୍ରଥମ ଛୋଟ ବୟସ ଶିଶୁ…

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକ ‘ ସମୟ ଖେଳୁଛି ଭାଗ୍ୟର ଖେଳ’ ମଞ୍ଚସ୍ଥ

ବୌଦ୍ଧ:୨୬/୧୦: (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ବସଷ୍ଟାଣ୍ଡରେ ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ମାରୁତି ଯୁବକ ସଂଘର କଳାକାର ମାନଙ୍କ ଦ୍ବାରା ବୁଧବାର ରାତିରେ ନାଟକ ‘ ସମୟ ଖେଳୁଛି ଭାଗ୍ୟର ଖେଳ’ ମଞ୍ଚସ୍ଥ ହୋଇ ଯାଇଛି।…

ଢେଙ୍କାନାଳ ଜିଲ୍ଲା ଓଷ୍ଟା ସଂଘର ବୈଠକ

ଢେଙ୍କାନାଳ ;ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଏକ ସଭା ଶିକ୍ଷକ ସଂଘ ଭବନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାଶ ସଭାପତିତ୍ବ କରିଥିଲେ । ସଂଘ ସଂପାଦକ ବିଭୂତି ସାମଲ ବୈଠକର ଉଦ୍ଦେଶ୍ୟ ଜ୍ଞାପନ…