ପ୍ତମ ଗଡ଼ଜାତ ଲୋକ ମୋହତ୍ସବର ଦ୍ୱିତୀୟ ଦିବସ
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ସପ୍ତମ ଗଡ଼ଜାତ ଲୋକ ମୋହତ୍ସବ ର ଦ୍ୱିତୀୟ ଦିବସରେ ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ -ରମେଶ ଚନ୍ଦ୍ର ତାରିଣୀଆ ଏବଂ ସମ୍ମାନିତ ଅତିଥି ଭାବେ…
ଭବାନୀପାଟଣା ପୌରପାଳିକା ଠାରେ ଖେଳ ଉତ୍ସବର ଶୁଭ ଉଦଘାଟନ
ଭବାନୀପାଟଣା: ( ନରେନ୍ଦ୍ର ନେଗୀ)ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ଯୁବ ପିଢିଙ୍କୁ ଖେଳ ଆଗ୍ରହକୁ ସୃଷ୍ଟି କରିବା ପାଇଁ ଆରମ୍ଭ କରିଥିବା ନୂତନ ଯୋଜନା ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଭବାନୀପାଟଣା ପୌରପାଳିକା ସ୍ଥିତ ବିଶ୍ୱବିଦ୍ୟାଳୟ ଖେଳ…
ମାତାଦିନଲାଲ ଅଗ୍ରୱାଲା ଙ୍କ ତରଫରୁ ଛତରଙ୍ଗ ଠାରେ କମ୍ବଳ ବଣ୍ଟନ
ହରଭଙ୍ଗା :୧୬/୧୨( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ଠାରେ ଆଜି ଅଚଂଲ ର ୫୪ ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧା ଙ୍କୁ ରାୟପୁର ତଥା ବୌଦ୍ଧ ଜିଲ୍ଲାର ବିଶିଷ୍ଠ ସମାଜସେବୀ ମାତାଦିନଲାଲ ଅଗ୍ରୱାଲା ସ୍ତ୍ରୀ ଗୋଦାବରୀ ଅଗ୍ରୱାଲା…
ପୋଲିସ ର ସଫଳତା,ଟ୍ରାନ୍ସଫର୍ମର ଚୋରୀ ଗ୍ୟାଙ୍ଗର ୪ ଜଣକୁ ଧରିଲା ପୋଲିସ
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ,ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୋଲିସ କୁ ବଡ଼ ସଫଳତା । ଟ୍ରାନ୍ସଫର୍ମର ଚୋରୀ ଗ୍ୟାଙ୍ଗର ୪ ଜଣକୁ ଧରିଲା ପୋଲିସ । ସୂଚନା ଅନୁଯାୟୀ ପୁରୁଣାକଟକ ଥାନା ଅଂଚଳରେ ଗତ କିଛି ଦିନ ହେବ…
ଧର୍ମଗଡ଼ ଚାରିଛକ ଠାରେ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା କଳସ କୁ ସ୍ଵାଗତ
ଧର୍ମଗଡ଼: ୧୬/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚାରିଛକ ଠାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟା ରୁ ଆସିଥିବା ଅକ୍ଷ୍ୟତ କଳସ କୁ ବହୁ ଶ୍ରଦ୍ଧାଳୁ ଭବ୍ୟ ସ୍ୱାଗତ କରି ନଗର ପରିକ୍ରମା କରି ବଜାର ପଡା ସ୍ଥିତ ହନୁମାନ ମନ୍ଦିର…
ଆସନ୍ତା ୨୫ ରୁ ୩୧ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ.ଭାଗ ନେବେ ରାଜ୍ୟର ୮ ଗୋଟି ଦଳ
ହରଭଙ୍ଗା :୧୬/୧୨ (ଚିତ୍ତରଞ୍ଜନ ସିଂହ) ରାଜ୍ୟ ସ୍ତରୀୟ ୨୦ ତମ ତିଲେଶ୍ୱର କପ ଆସନ୍ତା ୨୫ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ତିଲେଶ୍ୱର ହାଇସ୍କୁଲ ପଡିଆରେ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ଏହି ଟୁର୍ନାମେଣ୍ଟ ରେ…
ମାଧପୁର ରେଞ୍ଜ ରେ ଗଜାନନ ପ୍ରତିମା ସ୍ଥାପନ
ହରଭଙ୍ଗା :୧୬/୧୨ (ଚିତ୍ତରଞ୍ଜନ ସିଂହ)ବିଦ୍ୟାର ଭଣ୍ଡାର, ବୁଦ୍ଧିଦାତା, ଗଜାନନ ଙ୍କ ପ୍ରତିମା ଶନିବାର ଦିନ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ କାର୍ଯ୍ୟାଳୟ ରେ ସ୍ଥାପନ ଓ ପ୍ରତିଷ୍ଠା କରାଯାଇଛି l ଉକ୍ତ ପ୍ରତିଷ୍ଠା ରେ କର୍ତ୍ତା ଭାବେ ଫରେଷ୍ଟର ସୁଶୀଲ କୁମାର…
କାଠ ପାଇଁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ମୁରିବାହାଲ ରେଞ୍ଜ ଗୁଲମୀ ଜଙ୍ଗଲରେ ସାଙ୍ଗ ମାନଙ୍କ ସାଙ୍ଗରେ ଜାଳେଣି କାଠ ପାଇଁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ବେଲପଦର ଗ୍ରାମର ଲୋଚନ ରାଉତ। ଖବର ପାଇ ଗାଁ ଲୋକେ ଲୋଚନକୁ ଆମ୍ବୁଲାନ୍ସ ଯୋଗେ…