କେସିଙ୍ଗା ବାର ସଂଘ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ, ଓକିଲ ଲାଇସେନ୍ସ ବିଷୟ ରେ ଆଲୋଚନା

କେସିଙ୍ଗା (ପ୍ରୀତେଶ ପଟେଲ)କେସିଙ୍ଗା ବାର୍ ସଂଘ ର ଏକ ଜରୁରୀକାଳୀନ ପଦାଧିକାରୀ ବୈଠକ ୧୩.୦୯.୨୦୨୫ ତାରିଖରେ ସମ୍ପନ୍ନ କରାଗଲା। ଏହି ବୈଠକରେ ମୂଖ୍ୟତଃ ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ୍ ଦ୍ବାରା ଜାରି କରାଯାଇଥିବା ପତ୍ର ସଂଖ୍ୟା ୪୮୪୮, ତାରିଖ ୨୫.୦୮.୨୦୨୫, ଯାହା…

ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ବୃକ୍ଷରୋପଣ

କେସିଙ୍ଗା ( ପ୍ରୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରିନ୍ଦାବାହିଲି ଠାରେ ବୁଧବାର ସକାଳ ୯ଘଣ୍ଟା ସମୟ ରେ ଯଶଶ୍ଵି ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି…

ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର,୧୨୧ ୟୁନିଟ୍ ରକ୍ତ ସଂଗ୍ରହ

କେସିଙ୍ଗା ( ପ୍ରୀତେଶ ପଟେଲ)ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଓ ତେରାପନ୍ଥ ଯୁବ ପରିଷଦ ର ପ୍ରତିଷ୍ଠା ଦିବସ ପରିପକ୍ଷରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। କେସିଙ୍ଗା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ରକ୍ତଦାନ ଶିବିର

ଧର୍ମଗଡ଼:୧୭/୯( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର…

“ଏକ ପେଡ୍ ମାଁ କେ ନାମ’ ଆଧାରରେ ସ୍ବତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କେସିଙ୍ଗା ( ପ୍ରୀତେଶ ପଟେଲ)ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ୟୁଥ୍ ଓ ୟୁକୋ କ୍ଲବର ଶିକ୍ଷକ-ସଂଯୋଜକ ଶ୍ରୀ ଆର୍ତ୍ତତ୍ରାଣ ଷଡ଼ଙ୍ଗୀଙ୍କ ବଳିଷ୍ଠ ନେତୃତ୍ୱରେ ‘ଏକ ପେଡ୍ ମାଁ କେ ନାମ’ ଆଧାରରେ ସ୍ବତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଷ୍ଟୀୟ ହିନ୍ଦୀ ଦିଵସ ୨୦୨୫ ପାଳିତ

କେସିଙ୍ଗା (ପ୍ରୀତେଶ ପଟେଲ)ରାଷ୍ଟୀୟ ହିନ୍ଦୀ ଦିଵସ ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗାପରିସରରେ ରାଷ୍ଟ୍ରୀୟ ହିନ୍ଦି ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ସମାରୋହରେ ହିନ୍ଦି ଶିକ୍ଷକ ଶ୍ରୀ କହ୍ନେଇଲାଲ୍ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଶ୍ରୀ ବେହେରା…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଷ୍ଟୀୟ ହିନ୍ଦୀ ଦିଵସ ୨୦୨୫ ପାଳିତ

କେସିଙ୍ଗା:୧୫/୦୯(ପ୍ରୀତେଶ ପଟେଲ)ଆଜି ହେଉଛି ରାଷ୍ଟୀୟ ହିନ୍ଦୀ ଦିଵସ ଏହି ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗାପରିସରରେ ରାଷ୍ଟ୍ରୀୟ ହିନ୍ଦି ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ସମାରୋହରେ ହିନ୍ଦି ଶିକ୍ଷକ ଶ୍ରୀ କହ୍ନେଇଲାଲ୍ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।…

କଳିଙ୍ଗ ଭାରତୀ ଚିର ସବୁଜ ଗୀତ ସଂଗୀତ ସନ୍ଧ୍ୟା ଉଦଘାଟିତ

ଭୁବନେଶ୍ବର :କଳିଙ୍ଗ ଭାରତୀ ଚିର ସବୁଜ ଗୀତ ସଂଗୀତ ସନ୍ଧ୍ୟା ଉଦଘାଟିତ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ମ୍ୟୁଜିକ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଆୟୋଜିତ ଚିର ସବୁଜ ସଂଗୀତ…

ଦି ପୁରୀ ଅର୍ବାନ କୋ:ଅପରେଟିଭ ବ୍ୟାଙ୍କ ଲିଃ, ର ୮୦ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ପୁରୀ: ୧୩.୦୯(ମନୋଜ କୁମାର ବଳିଆରସିଂ)ଶନିବାର ଅପରାହ୍ନ ୪ଘଣ୍ଟା ସମୟରେ ଦି ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିଃର ୮୦ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ଗୁଣଧର ଦାସ ମହାପାତ୍ର ଙ୍କ ଅଧକ୍ଷତାରେ ପରିଷଦର ସଦସ୍ୟ ସଦସ୍ୟା ବୃନ୍ଦ ଓ…

ରାୟଗଡା ଶାଖା ପକ୍ଷରୁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗୀ ବିକାଶ କାର୍ଯ୍ୟକ୍ରମ

କାଶୀପୁର ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସ୍ଥାନୀୟ ଚେତକ କ୍ଲଭ ଠାରେ କ୍ଷୁଦ୍ର, ସୂକ୍ଷ୍ମ ଓ ମଧ୍ୟ ଉଦ୍ୟାଗୀ ବିକାଶ ଯୋଜନା ସମନ୍ଧେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମଟି ରାୟଗଡା ଶାଖା ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ…