ବୌଦ୍ଧ ଜିଲ୍ଲା ବିଜେପି ତରଫରୁ କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ
ବୌଦ୍ଧ :୧୦/୦୧ ( ଚିତ୍ତରଞ୍ଜନ ସିଂହ )ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ନୂତନ ବର୍ଷ ୨୦୨୪ କୁ ସ୍ଵାଗତ କରିବା ଅବସରରେ ଏକ କର୍ମୀ ସମ୍ମିଳନୀ ସହିତ ବନ୍ଧୁ ମିଳନ ବୀରନରସିଂହପୁର ଜଙ୍ଗଳ ବିଭାଗ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି…