ଦୁଇ ଦିନ ରେ ତିନିଟି ଚୋରି ଘଟଣା,କେସିଙ୍ଗା ପୁଲିସ ପାଇଁ ଖୁଲମ୍ ଖୁଲ୍ଲା ଚାଲେଞ୍ଜ

କେସିଙ୍ଗା :  (ପ୍ରୀତେଶ ପଟେଲ)ଗତ କିଛି ଦିନ ତଳେ ଚୋରି ଅଭିଯୋଗ ର ୨୪ ଘଣ୍ଟା ଭିତରେ ଚୋର ମାନଙ୍କୁ ଧରି ନିଜର କାର୍ଯ୍ୟ ଦକ୍ଷତା ବଳରେ ସହର ବାସି ଙ୍କ ବିଶ୍ୱାସ ର ପାତ୍ର ହୋଇଥିବା କେସିଙ୍ଗା ପୋଲିସ ଆଜି…

ଅସହ୍ୟ ହେଲା ଯୌତୁକ ନିର୍ଯ୍ୟାତନା ବିବାହର ୪ ବର୍ଷ ପରେ ସନିଆଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ଥାନା ରେ ଅଭିଯୋଗ

ମୁନିଗୁଡ଼ା : ( ରମାକାନ୍ତ ପଡାଲ)ପ୍ରେମ ବିବାହର କରୁଣ କାହାଣୀ । ଅସହ୍ଯ ହେଲା ଯୌତୁକ ନିର୍ଯାତନା। ବିବାହର ୪ ବର୍ଷ ପରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର। ରାୟଗଡ…

ଲୁହା ଛଡ଼ ଚୋରି କରି ଜେଲ ଗଲେ ୮ ଜଣ ଯୁବକ ,ଅଭିଯୋଗ ର ୨୪ ଘଣ୍ଟା ଭିତରେ ଚୋରଙ୍କୁ ଧରି କୋର୍ଟ ଚାଲାଣ କଲା କେସିଙ୍ଗା ପୋଲିସ

କେସିଙ୍ଗା : ( ପ୍ରୀତେଶ ପଟେଲ)ଗତ ୧୦ ତାରିଖ ରାତିରେ କେସିଙ୍ଗା ବ୍ଲକ୍ ଡୁମେର ମୁଣ୍ଡା ଠାରେ ଥିବା କେସିଙ୍ଗା ଏନ୍ ଏ ସି ର ଆବର୍ଜନା ଗୃହ ଠାରୁ ଲୁହା ଛଡ ଚୋରି ହୋଇଥିବା ନେଇ ଗତ ୧୧ ତାରିଖ…

ନାଳରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର,୨ ରୁ ୩ ଦିନ ପୂର୍ବରୁ ମୃତ୍ୟୁ ଅନୁମାନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) :୨୭/୧୦ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଶାଗଡିଆ ନାଳ ରୁ ଏକ ମୃତ ଦେହ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି l ସୂଚନା ଅନୁଯାଇ କୁଟୀଝାର ନିକଟରେ ଯାଇଥିବା ଶଗଡିଆ କୁମ୍ଭୀଦର ଠାରୁ ଗ୍ରାମର କିଛି ବ୍ୟକ୍ତି…

ଉଠା ଜଳସେଚନ ପ୍ରକଳ୍ପ ରୁ ବିଦ୍ୟୁତ ତାର ଚୋରି,ପୁଣି ତାର ଲୁଟେରା ଙ୍କ ପାଦ୍ରୁଭାବ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ପୁଣି ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ତାର ଚୋରି ଲୁଟେରା କାୟା ବିସ୍ତାର କଲେଣି l ରାତି ଅଧିଆ ବିଦ୍ୟୁତ କାଟି 3ଫେଜ ଅନୁମିନିୟମ ତାର ଚୋରି ହୋଇଥିବା ଅଭିଯୋଗ ଆସିଛି l ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ…

ପୋଲିସ ଗାଡି ଭଙ୍ଗାରୁଜା

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା – ରାମପୁର ଥାନା ଅଞ୍ଚଳ ରେ ଏବେ ଲୁଟେରା ଗ୍ୟାଙ୍ଗ ମାତିଛନ୍ତି l ତେବେ ଗତ କାଲି ରାତିରେ ବିନିକା ଥାନା ଅନ୍ତର୍ଗତ ପାପୀ ଗ୍ରାମର ଆନନ୍ଦ ନଗର ଅଧିବାସୀ ଲୁଟେରା ଗ୍ୟାଙ୍ଗ…

ବନ୍ଧୁକ ଦେଖାଇ ଦୋକାନ ରୁ ଲୁଟ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୋକାନ ରୁ ଟଙ୍କା ସହ ସମାଗ୍ରୀ ଚୋରୀ କରି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି l ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଶୁନାପାଲି ଗ୍ରାମରେ…

ମୋଟରସାଇକେଲ ଚୋର ଗ୍ୟାଙ୍ଗର ୪ ଗିରଫ`୧୨ ବାଇକ ଉଦ୍ଧାର

ହରଭଙ୍ଗା –( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ପୋଲିସ କୁ ମିଳିଛି ବଡ ସଫଳତା l ମୋଟରସାଇକେଲ ଚୋର ଗ୍ୟାଙ୍ଗ କୁ ଧରିବା ସହିତ 12: ଟି ବାଇକ ଉଦ୍ଧାର କରିଛି ପୋଲିସ l ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ସମ୍ବଲପୁର…

ଡେଲିଭରି ବୟ କରୁଥିଲେ ଗଞ୍ଜେଇ ଚାଲାଣ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ବାଉଁସୁଣୀ ପୋଲିସ ପକ୍ଷରୁ ୨୩  କେଜି ଗଂଜେଇ ଜବତ ହୋଇଥବା ବେଳେ ବାଇକ ସହ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି l ବୌଦ୍ଧ ବ୍ଲକ ବାଉଁସୁଣୀ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ…

ପ୍ରେମ ବିବାହକୁ କ୍ରଦ୍ଧ କରି ଜ୍ୱାଇଁ କୁ ହତ୍ୟା ଓ ଝିଅ ଗୁରୁତର,ଅଭିଯୁକ୍ତ ପିତା ଗିରଫ

କାଶୀପୁର :  ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଆଡାଜର ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମ ବିବାହକୁ ନାପସନ୍ଦ କରି ଜଣେ ପିତା ଜ୍ୱାଇଁ କୁ ହତ୍ୟା କରି ଝିଅକୁ ବିଧବା…