ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ଧର୍ମଗଡ଼ :  (ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ର ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ ସ୍ୱରୂପ ୮୩% ପାଶ ହାର ଅର୍ଜନ କରିଥିବା ବେଳେ ବିଦ୍ୟାଳୟ ର ଛାତ୍ରୀ ଝରଣା ମେହେର…

ଶ୍ରୀ ନାରଦ ଜୟନ୍ତୀ ପାଳିତ

ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ସୃଷ୍ଟି ର ଆଦ୍ୟରୁ ଦେବତା, ଦାନଵ ଓ ମାନବ ସମାଜ ମଧ୍ୟରେ ତ୍ରିଭୁବନରେ ପ୍ରଭୁ ଶ୍ରୀନାରାଦଙ୍କ ପଥ ପ୍ରଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ l ଆଦ୍ୟଯୁଗରୁ ପ୍ରଭୁ ଶ୍ରୀ ନାରଦ ଗଣ ମl ଧ୍ୟମର…

ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ

ବେଲଗୁଣ୍ଠା: ୨୬/୦୫ (ସୁଶାନ୍ତ କୁମାର ବେହେରା ) ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ସହର ସମେତ ବିଭିନ୍ନ ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇ ପୋଲିସ୍ ର ଉପସ୍ଥିତି ଜାହିର୍…

ହାତୀ ଗଣନା ଶେଷ ଆସିଲା ଗଣତି ରିପୋର୍ଟ

ହରଭଙ୍ଗା :୨୪/୦୫ (ଚିତ୍ତ ରଞ୍ଜନ ସିଂ ). ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ରେ ଆଜି ହାତୀ ଗଣତି ଶେଷ l ଉକ୍ତ ବନାଞ୍ଚଳ ଅଧିନସ୍ଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ରେ ହାତୀ ଶୂନ୍ୟ ନେଇ…

ପୋଖରୀ ହୁଡ଼ା ଗଛରୁ ମୃତ ଦେହ ଉଦ୍ଧlର

ହରଭଙ୍ଗା : ୨୪/୦୫  (ଚିତ୍ତ ରଞ୍ଜନ ସିଂ )ପୋଖରୀ ହୁଡା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବୌଦ୍ଧ ପୋଲିସ l ହତ୍ୟା କରି କେହି ଗଛରେ ଝୁଲାଇ ଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ…

ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ରେ ଆରମ୍ଭ ହେଲା ହାତୀ ଗଣନା

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଅଧିନସ୍ଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ରେ ବୁଧବାର ଦିନ ଆରମ୍ଭ ହୋଇଛି ହାତୀ ଗଣନା l ଉକ୍ତ ରେଞ୍ଜ ଅଧୀନରେ ଥିବା ମାରଡ଼ା, ଶୀତଳପାଣି, ସୁନାଖଣିଆ,…

ସାମ୍ବାଦିକ ବଡ଼ ଭାଇଙ୍କ ବିୟୋଗ

ହରଭଙ୍ଗା :୨୧ /୦୫ (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବନମାଳୀ ପ୍ରଧାନ (ପୁରୁଣାକଟକ ପ୍ରମେୟ ପ୍ରତିନିଧି )ଙ୍କ ବଡ଼ ଭାଇ ଘନଶ୍ୟାମ ପ୍ରଧାନ (ଘାଷି )ଙ୍କ ରବିବାର ରାତ୍ରି ସମୟରେ ନିଜ ବାସ ଭବନ ତିଲେଶ୍ୱର…

ବଜ୍ରାଘାତ ରେ ମହିଳାଙ୍କ ମୃତ୍ୟୁ

କାଶୀପୁର : (ରୁ ଅଞ୍ଜନ କୁମାର ନାଏକ)ଟିକିରି ଥାନା ଅନ୍ତର୍ଗତ ସାନ ମାଟିକୋଣା ଗ୍ରାମରେ ଆଜି ଅପହରାଂହ ରେ ଜଣେ ମହିଳା ଙ୍କର ବଜ୍ରାଘାତ ରେ ମୃତ୍ୟୁ ହେଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେଇଛି । ଘଟଣା ରେ…

ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ ଚାଲୁରହିଛି

ଢେଙ୍କାନାଳ : (ଶୁଭମ ପାଣି )ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଲାଗି ବେଶ ଚାଲୁରହିଛି। ଏହା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁରହିବ। ପ୍ରତ୍ୟେକ ଦିନ ଖେଚୁଡ଼ି ଧୂପ…

ମା’ ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି

ଢେଙ୍କାନାଳ  ୧୮/୫( ଶୁଭମ ପାଣି )ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି। ଏହି ଯଜ୍ଞ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା,…