ଆଦେଶ୍ୱର ବାବାଙ୍କ ନିକଟରେ ଜଳଲାଗି କଲେ ବୋଲବମ ଭକ୍ତ
ହରଭଙ୍ଗା (ଚିତ୍ତରଞ୍ଜନସିଂ):ଶ୍ରାବଣ ମାସ ଚତୁର୍ଥ ସୋମବାରରେ ହରଭଙ୍ଗା ଗ୍ରାମର ପାଖାପାଖି ୨୦ଜଣ ବୋଲବମ ଭକ୍ତ ମହାନଦୀରୁ ରୀତିନୀତି ଅନୁସାରେ ପୂଜାର୍ଚନା ସାରି ଗ୍ରାମର ଆଦେଶ୍ୱର ବାବା ମନ୍ଦିରରେ ଜଳଲାଗି କରିଥିଲେ। ଏହି ବୋଲବମ ଭକ୍ତ ମାନଙ୍କ ମଧ୍ୟରେ ନାରାୟଣ ଖଡ଼ିରତ୍ନ, ସତ୍ୟନାରାୟଣ…