ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି ୧୧ ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ

ନବରଙ୍ଗପୁର ୩.୦୮.୨୦୨୫ : ଓଡ଼ିଶା ରାଜସ୍ୱ ଅମଲା ସଂଘର ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୯ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କର ଆହେତୁକ ବିଳମ୍ବ ହେତୁ ସଂଘ ର…

ବିକାଶ ଏବେ ବିପଥ ଗାମୀ..ସଇ ପଡିଛି ପ୍ରଶାସନ, ଠକିଛନ୍ତି ନିର୍ବାଚିତ ଜନପ୍ରତିନିଧି

କାଶୀପୁର : ( ଅଞ୍ଜନ କୁମାର ନାଏକ)ଗ୍ରାମାଞ୍ଚଳ ର ବିକାଶ ଭୁଲି ଯାଇଛି ସରକାର !ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଆଜି କେତେ ଉନ୍ନତି କରିଛି, ତାହାର ଏକ ନଗ୍ନ ଚିତ୍ର ସାମ୍ନା କୁ ଆସିଛି।କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କେସିଙ୍ଗା:  (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଉଦ୍ ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସମ୍ପତ୍…

ଓଡିଶା ସ୍କୁଲ ଶିକ୍ଷକଙ୍କ ଦ୍ଵାରା ବି ଇ ଓ କାର୍ଯ୍ୟାଳୟ ଘେରାଉ

କେସିଙ୍ଗା : (ପ୍ରୀତେଶ ପଟେଲ)ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମିତିର ଆହ୍ବାନ କ୍ରମେ ଓଷ୍ଟା ,କେସିଙ୍ଗା ବ୍ଲକ୍ ସଭାପତି ଶ୍ରୀ ଅଭୟ କୁମାର ଦେବତାଙ୍କ ନେତୃତ୍ୱରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ଧାରଣା…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ର ଶୁଭାରମ୍ଭ

ନବରଙ୍ଗପୁର ତା ୨.୮.୨୦୨୫: ଆଜି ସ୍ଥାନୀୟ ପୋଲିସ ପଡିଆ ଠାରେ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ଡ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ…

ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ପି ଏମ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ହସ୍ତାନ୍ତର

ନବରଙ୍ଗପୁର ତା ୨.୮.୨୦୨୫: ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପି ଏମ କିଶାନ ସମ୍ମାନ ନିଧି ଅନ୍ତର୍ଗତ ଚାଷୀ ମାନଙ୍କୁ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମକୁ…

ଓଆଇଏସ୍ ପରୀକ୍ଷାର ୨୭ତମ ସ୍ଥାନରେ ନବରଙ୍ଗପୁରର ଶିବ ଶଙ୍କର ସମରଥ

ନବରଙ୍ଗପୁର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ଵାରା ଆୟୋଜିତ ଓଡ଼ିଶା ସୂଚନା ସେବା ପରୀକ୍ଷା ଫଳ ବିଗତ କାଲି ପ୍ରକାଶିତ ହୋଇଛି, ଏଥିରେ ୨୭ତମ ସ୍ଥାନରେ ନବରଙ୍ଗପୁର ସହରର ଭାତିଶାଳଗୁଡାର ଶିବ ଶଙ୍କର ସମରଥ କୃତକାର୍ଯ୍ୟ ହୋଇଛନ୍ତି । ସେ କେନ୍ଦ୍ର…

କୁମାର ମ୍ୟୁଜିକ ପକ୍ଷରୁ ମହମ୍ମଦ ରଫି ମେଲୋଡି ଅନୁଷ୍ଠିତ

ନବରଙ୍ଗପୁର: ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ମହମ୍ମଦ ରଫି ଙ୍କ ୪୫ ତମ ତିରୋଧାନ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ ସଙ୍ଗୀତ ବିଦ୍ୟାଳୟ କୁମାର ମ୍ୟୁଜିକ୍ ପକ୍ଷରୁ ଏକ ମେଲଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜ ସେବୀ ଜଗନ୍ନାଥ ମହାପାତ୍ର…

ଦୁର୍ନୀତି ର ଶୀର୍ଷ ରେ କାଶୀପୁର ବ୍ଲକ

ରାୟଗଡା: (ଅଞ୍ଜନ କୁମାର ନାଏକ)ଦୁର୍ନୀତି ର ଗନ୍ଥାଘର ପାଲଟିଛି ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକ ବର୍ତମାନ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କାଶୀପୁର। ବ୍ଲକ ଉନ୍ନୟନ ସମୀକ୍ଷା ବୈଠକ କାଶୀପୁର ପଞ୍ଚାୟତ ସମିତି କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ…