ଓଡ଼ିଶାରେ କିଏ ଗଢ଼ିବେ ସରକାର? ସରକାର ଗଠନରେ କିଏ ହେବେ ମୁଖ୍ୟ ପୁରୋଧା ?
ଭୁବନେଶ୍ଵର : (ସଞ୍ଜୟ ମହାନ୍ତି ) ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏହା ପୂର୍ବରୁ ୧ତାରିଖ ସନ୍ଧ୍ୟାରେ ବିଭିନ୍ନ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ହୋଇଥିବା ଏକ୍ଜିଟ ପୋଲ ସର୍ବେକ୍ଷଣ ସଂକ୍ରାନ୍ତ ରିପୋର୍ଟ…
ମିକଶ୍ଚର ମେସିନ ଓଲଟି ଶ୍ରମିକମୃତ
ହରଭଙ୍ଗା ୦୨/୦୬(ଚିତ୍ତ ରଞ୍ଜନ ସିଂ )-ବୌଦ୍ଧ -କନ୍ଧମାଳ ସୀମାନ୍ତ ରାଣୀପଥର ଠାରେ ରବିବାର ଅପରାହ୍ନରେ ଏକ ମିକଶ୍ଚର ମେସିନ ଓଲଟି ଜୈନିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାନୁସାରେ କନ୍ଧମାଳ ଜିଲ୍ଲା ରାଣୀପଥର ଠାରୁ ଖଜୁରିପଡା ପର୍ଯ୍ୟନ୍ତ ପାହାଡ଼କାଟି ଏକ ରାସ୍ତା ନିର୍ମାଣ…
ବୌଦ୍ଧ ଓ କଣ୍ଟାମାଳ ପାଇଁ ୧୭ ରାଉଣ୍ଡ ହେବ ଭୋଟ ଗଣତି
ବୌଦ୍ଧ: ୦୨ା୬ (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ହୋଇସାରିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ୍ ଗଣତି କାର୍ଯ୍ୟ ୪ ତାରିଖ ସକାଳ ୮ ଘଣ୍ଟା ସମୟରେ…
ନିଖୋଜ ମହିଳାଙ୍କ ଶବ ଉଦ୍ଧାର
ବେଲଗୁଣ୍ଠା-୨/୬-ବେଲଗୁଣ୍ଠା ଥାନା ଅର୍ନ୍ତଗତ କେବିରି ବରପୁର ଗ୍ରାମର ନିଖୋଜ ଥିବା ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ଏହି ଗ୍ରାମର ସୁବାସ ସ୍ୱାଇଁଙ୍କ ପତ୍ନୀ ବଙ୍ଗାଳୀ ସ୍ୱାଇଁ(୬୬) ଗତ ୩୦ ତାରିଖରୁ…