ପରିବହନ ବିଭାଗକୁ ଜଣା ନାହିଁ ,ଆମ ଆଦମୀ ପାର୍ଟି ମନ୍ତ୍ରୀ ଙ୍କୁ ଜଣାଇଲା ମୋ ବସର ଚକା ଅଚଳ
ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ର ରଥଯାତ୍ରା ପାଇଁ ପ୍ରଶାସନ ଠୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ।ଶୁଣାଯାଉଛି ଯେ ପୁରୀ କୁ ୧୦୦୦ବସ ଗଡେଇବେ ରାଜ୍ୟ ସରକାର। କିନ୍ତୁ ବସ ଗୁଡିକରେ ଯାତ୍ରୀ ସମସ୍ତେ ସୁରକ୍ଷିତ…