
ମୁନିଗୁଡ଼ା(ରମାକାନ୍ତ ପଡ଼ାଲ) ରାୟଗଡା ଜିଲ୍ଲା ବିଷମ କଟକ ବନାଞ୍ଚଳ ରେ ନିୟମିତ ଭାବେ ହାତୀ ପଲର ଚଳ ପ୍ରଚଳ ରହୁଥିବା ବେଳେ କିଛି ଦିନ ତଳେ ଚାଟିକଣା ଗ୍ରାମ ପଞ୍ଚାୟତ ର ବାରିଗୁଡା ଗ୍ରାମ ରେ ଗୋଟେ ଦନ୍ତା ହାତୀ ଦେଖିବାକୁ ମିଳିଥିବା ବେଳେ ଆଜି ସେହି ପଞ୍ଚାୟତ ର କୁମାର ବାଡ଼ି ଗ୍ରାମର କାଟିରୀଗୁଡ ରେ ଜଣେ ଚାଷୀ ନାରାୟଣ ହୁଇକା ସେ ନିଜ ଚାଷ ଜମିରେ ଆମ୍ବ ପଣସ କଦଳୀ ଚାଷ କରି ସେଠାରେ ନିଜେ ଘର କରି ପରିବାର ସହ ରହନ୍ତି |
ସମସ୍ତ ସରକାରୀ ସୁବିଧା ପାହାନ୍ତି ବିଦୂତ ପାଇଁ ସରକାର ତରପରୁ ସୋଲାର ଲାଇଟ ପାଇଁ ଛନ୍ତି | ବହୁ ହସ କୁସିଂରେ ରହୁଥିବା ବେଳେ ଆଜି ସେ ହାତୀ ପୋଲ ର ଶିକାର ହଇ ଛନ୍ତି ହୁଇକା କହିବା କଥା ରାତ୍ର ପ୍ରାୟ ଦଶଟା ସମୟ ରେ କିଛି ସ୍ବଦ୍ଧ୍ଶଶୁଣି ଦେଖିଲା ବେଳେ କଦଳୀ ବାଡ଼ ରେ ପଶି କଦଳୀ. ଗଛ ସପୂର୍ଣ ନଷ୍ଟ କରିବା ଦେଖି ଭୟ ରେ ଆମେ ପରିବାର ପୋଡ଼ସୀ ଗାଁ କୁ ପଳାଇଁ ଗଲୁ | ସକାଳ ଆସି ଦେଖିବା ବେଳେକୁ ଘର ସପୂର୍ଣ ଭାଙ୍ଗି ନଷ୍ଟ କରିବା ସହ ଘରେ ଥିବା ଧାନ ମାଣ୍ଡିଆ ଚାଉଳ କାଢ଼ୁଲ ଖାଇଦେବା ସହ ନଷ୍ଟ କରି ଦେଇଛି | ଚାଉଳ ବସ୍ତା ରେ 800000 ଟଙ୍କାରେସନ କାର୍ଡ ଥିଲା ତା ବି ଖାଇ ଦେଇଛି _|
ଆମ୍ବ ଗଛ ପଣସ ଗଛ ନଷ୍ଟ ସହ କିଛି ଖାଇ ମାଟିରେ ମିଶେଇ ଦେଇଛି | ବର୍ଷ ଯାକ ଚଳିବ ପାଇଁ ରକିଥିବା ଖାଇବା ସହ ଟଙ୍କା ନଷ୍ଟହେବା ଲାଗି ଏବର୍ଷ ଚଳିବା କଷ୍ଟ କର ପଲି କହୁଛନ୍ତି | ଲୋକଙ୍କ ସୂଚନା ଯେ ନିୟମ ଗିରି ପାହାଡ଼ ସହ ଅଞ୍ଚଳ ରେ ଡେର ଆମ୍ବ ପଣସ ସପୁରି କଦଳୀ ଥିବାରୁ ଏଟାରେ ଚାଷ ଶେଷ ପର୍ଯ୍ୟନ୍ତ ରହୁନ୍ତି ପ୍ରାୟ ବର୍ଷେ ଵେବ ଦା ନରେ ଆମ ଅଞ୍ଚଳ କୁ ହାତୀ ଏହି ସିଜେନ ରେ ଆସନ୍ତି ପୁଣି ପେରି ଯାହାନ୍ତି କାହାର କିଛି ଖେଥି କନ୍ତି ନାହିଁ ଏବର୍ଷ ଚାଷୀ ଭାଇ ଶିକାର ହୋଇଛି |