ବିଜେପି ବୌଦ୍ଧ ଜିଲ୍ଲା ସଦସ୍ୟତା ଅଭିଯାନ ୨୦୨୪ର ଏକ ଦିବସୀୟ କର୍ମ ଶାଳା

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ 2024 ର କର୍ମ ଶାଳା ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତି ଟ୍ୱେରେ ଅନୁଷ୍ଠିତ ହୋଇ…

ମହାଲିକପଡା ଠାରେ ବିଜେଡିର ଜଣଜାଗରଣ ସଭା

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ଆହୁତ ଜନଜାଗରଣ ଦିବସ ପାଳନ ନିଷ୍ପତ୍ତି ଅବସରରେ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାଳିକପଡା କଲ୍ୟାଣ ମଣ୍ଡପ ଠାରେ ସଭାପତି ଦେବରାଜ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି…

ବିଜେଡି ର ମହାଲିକପଡା ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାଲିକପଡା ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଏକ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ସଭାପତି ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଗତ…

ଧର୍ମଗଡ଼ ସହରରେ ଥିବା ମହାପୁଷଙ୍କ ପ୍ରତିମୂର୍ତ୍ତିକୁ ସଫେଇ

ଧର୍ମଗଡ଼ ତା ୧୧/୮(ହେମନ୍ତ କୁମାର ମାଝୀ)କିଛି ବର୍ଷ ହେଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଆହ୍ଵାନ କ୍ରମେ ବିଜେପି କାର୍ଯ୍ୟକାର୍ତ୍ତା ମାନେ ଦେଶ ବ୍ୟାପି ହର ଘର ତିରଙ୍ଗା କାର୍ଯ୍ୟକ୍ରମ କୁ ଉତ୍ସବ ପରି ପାଳନ କରିବା ସହ…

ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରସ୍ତୁତି ବୈଠକ

ହରଭଙ୍ଗା ୭/୮ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାର ଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବର୍ତମାନ ନିଜ ନିର୍ବାଚନ ମଣ୍ଡଳୀ ବୌଦ୍ଧ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଜନ ସାଧାରଣ ଙ୍କ ସହିତ ସିଧାସଳଖ…

ବୌଦ୍ଧ ଜିଲ୍ଲା ବିଜେପି କୁ ଘର ବାହୁଡ଼ା କଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଶାନ୍ତନୁ କୁମାର ପ୍ରଧାନ

ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟିରେ ଶ୍ରୀ ଯୁକ୍ତ ଶାନ୍ତନୁ କୁମାର ପ୍ରଧାନ, ପୂର୍ବତନ ବିଧାୟକ ପ୍ରାର୍ଥୀ ୨୦୦୯ ମସିହା ର ପୁନଶ୍ଚ ବିଜେପି ଦଳକୁ ପ୍ରତ୍ୟାବର୍ତ୍ତନ କରି ବିଧିବଦ୍ଧ ଭାବେ…

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଡ.ଶ୍ୟମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ

ହରଭଙ୍ଗା ୨୪/୦୬ (ଚିତ୍ତ ରଞ୍ଜନ ସିଂ ) ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଡ. ଶ୍ୟାମ। ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ମହାସମାରୋହରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଓ ସମସ୍ତ ମଣ୍ଡଳ ଓ…

ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ମୁନିଗୁଡା  : (ରମାକାନ୍ତ ପୋଡ଼ାଲ)ଡ. ଶ୍ୟାମା ସୁନ୍ଦର ପ୍ରସାଦ ମୁଖାର୍ଜୀଙ୍କ ୭୨ତମ ବଳିଦାନ ଉତ୍ସବରେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ…

କେସିଙ୍ଗା ସହରରେ ବିଜେଡ଼ି ସରକାର ପ୍ରତି ଜନ ଅସନ୍ତୋଷ ବୃଦ୍ଧି

କେସିଙ୍ଗା :(ପ୍ରୀତେଶ ପଟେଲ)କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲା ର ଦ୍ଵାରା ଦେଶ ଭାବେ ପରିଗଣିତ ହୋଇଥାଏ ।ଭିତ୍ତି ଭୂମି ର ଅଭାବ ନଥିବା ସତ୍ତ୍ୱେ ଉପେକ୍ଷିତ ଅଞ୍ଚଳ ଭାବେ ପରିଗଣିତ ।ରାଜ୍ୟ ସରକାର ସବୁ ବେଳେ କେସିଙ୍ଗା ବାସି ଙ୍କୁ ଉପେକ୍ଷିତ…