ଢେଙ୍କାନାଳ: (ଶୁଭମ ପାଣି )ସଡ଼କ ସୁରକ୍ଷା ର ସଚେତନ ରଥ ପରିକ୍ରମା ର ଶୁଭ ଆରମ୍ଭ ହୋଇଛି।ସଡକ ସୁରକ୍ଷା ପ୍ରାକରଣ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସଚେତନ ରଥ କୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ଆରକ୍ଷୀ ଅଧୂକ୍ଷକ ଶ୍ରୀ ଅଭିନବ ସୋନକର ପତାକ ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସୁଳ କୁ ଆସୁଥିବା ଲୋକ ମାନଙ୍କୁ ମଦ୍ୟ ପାନ ନକରିବା ପାଇଁ ସଚେତନ କରିବ। ୦୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଚେତନ ରଥ। ଆଞ୍ଚଳିକ ପରିବହନ ଅଧୂକାରୀ ଶ୍ରୀ ପ୍ରଣୟ ମିଶ୍ର, ମୋଟର ଯାନ ନିରୀକ୍ଷକ ଦେବାଶିଷ ଓ ସଡ଼କ ସୁରକ୍ଷା ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
ସଡ଼କ ସୁରକ୍ଷା ର ସଚେତନ ରଥ ପରିକ୍ରମା ର ଶୁଭ ଆରମ୍ଭ
Related Posts
ବେଲଗୁଣ୍ଠା ବଣିକ ସଂଘ କର୍ମକର୍ତ୍ତା ଚୟନ; କାଏମ୍ ରହିଲେ ପୂର୍ବତନ କର୍ମକର୍ତ୍ତା ମଣ୍ଡଳୀ
ବେଲଗୁଣ୍ଠା: ବେଲଗୁଣ୍ଠା ବଣିକ ସଂଘର 2025/26 ବର୍ଷ ପାଇଁ ନୁତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସର୍ବସମ୍ମତି କ୍ରମେ ଗତ ବର୍ଷର କର୍ମକର୍ତ୍ତା ମଣ୍ଡଳୀଙ୍କୁ କାଏମ୍ ରଖାଯାଇଛି I ଏହି ଅବସରରେ ସଭାପତି ରୂପେ…
ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ୟୁଥ୍ ଫର ୱାଟର୍ ପ୍ଲସ୍ ପାଳିତ
ନବରଙ୍ଗପୁର (ବେଣୁ ଗୋପାଳ ରାଓ)ନବରଙ୍ଗପୁରରେ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଦିନ ଅବସରରେ ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ୟୁଥ ଫର ୱାଟର ପ୍ଲସ ପାଳନ କରାଯାଇଛି ନବରଙ୍ଗପୁର ର ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ…