ନୟାଗଡ ଏଡିଇଓ ସଂଘ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ପ୍ରଭାତ ତିୱାରୀ
ଧର୍ମଗଡ଼ ତା ୨୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଦଣ୍ଡପାଟ ଅଞ୍ଚଳ ର ପ୍ରଭାତ ତିୱାରୀ ଙ୍କୁ ନୟାଗଡ ଏଡିଇଓ ସଙ୍ଘ ଦ୍ଵାରା ଗୁରୁବାର ସମର୍ଦ୍ଧତ କରାଯାଇଛି।ନୟାଗଡ ଜିଲ୍ଲା ଓଡ଼ଗାଁ ଦ୍ଵିତିକେଶର ପ୍ରାଙ୍ଗଣରେ ଜିଲ୍ଲା ଏଡିଇଓ ସଙ୍ଘ ର…