ବେଲଗୁଣ୍ଠା  ସାହିତ୍ୟ ଘର ସଭାପତି ମୋତିଲlଲଙ୍କ ଶ୍ରୀ ସୀତେଶ ବିଳାପ ଚମ୍ପୁ ପୁସ୍ତକ ଉନ୍ମୋଚିତ

ବେଲଗୁଣ୍ଠା: ୨୫/୦୬(ସୁଶାନ୍ତ କୁମାର ବେହେରା )  ଭୁବନେଶ୍ଵର ଜୟଦେବ ବିହାର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ,ଓଡିଶା ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ଆଳାପ-2024 ଉତ୍ସବରେ ବେଲଗୁଣ୍ଠା  ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ଶ୍ରୀ ସୀତେଶ ବିଳାପ…

ପାଟପୁର ନିକଟରୁ ଗୋ ଚମଡା ବୋଝେଇ ପିକ୍ ଅପ ଗାଡି ଜବତ,୨ ଗିରପଂ

ଯାଜପୁର- (ଆନନ୍ଦ ଚନ୍ଦ୍ର ସାହୁ )ଭଣ୍ଡାରୀପୋଖରୀ ରାସ୍ତାର ପାଟପୁର ନିକଟରୁ ଏକ ଗୋ ଚମଡା ବୋଝେଇ ପିକ୍ ଅପ ଗାଡି କୁ ବଜରଂଗ ଦଳର କର୍ମୀ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି । ଜବତ ଗାଡିରେ ବିପୁଂଳ ପରିମାଣର ସଦ୍ୟ…

ସଂସ୍କୃତି ଭବନ ପରିସରରେ ନିଶା ନିବାରଣ ଦିବସ ପାଳିତ

ଯାଜପୁର : ( ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଂସ୍କୃତି ଭବନ ପରିସରରେ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଆନୁଷ୍ଠାନିକ ଭାବେ କାର୍ଯ୍ରକ୍ରମକୁ…

ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । BPC ସେକ୍ସନରେ ଅଗ୍ନିକାଣ୍ଡ । ଜଳି ଗଲା ଶହ ଶହ ଫାଇଲ ଓ ଆସବାବପତ୍ର । ବ୍ଲକର କେହି ଅସାଧୁ କର୍ମଚାରୀ ନିଆଁ ଲଗାଇ ଦେଇଥିବା…

ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ ତମବଳିଦାନ ଦିବସ ପାଳିତ

ଧର୍ମଗଡ- (ହେମନ୍ତ କୁମାର ମାଝୀ)ଭାରତୀୟ ଜନତାପାର୍ଟୀ ଧର୍ମଗଡ ଶାଖା ତରଫରୁ ଧର୍ମଗଡ ଠାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳନ ହୋଇଯାଇଛି । ଧର୍ମଗଡ ର ଅନେକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ମୁଖାର୍ଜୀ ଙ୍କ ଫଟୋଚିତ୍ର ରେ…

ଆମ୍ବାଦଳା ଦଧିବାମନ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା

ମୁନିଗୁଡା: ୨।୬ (ରମାକାନ୍ତ ପଡାଲ)ରାୟଗଡ ଜିଲ୍ଲା ଅମ୍ବାଦଳା ଦଧିବାମନ ମନ୍ଦିରରେ ଆଜି ଦେବ ସ୍ନାନ ପୂଜା ଆଡମ୍ବର ସହ ପାଳନ ହୋଇଯାଇଛି। ସକାଳ ୯ଘଟିକା ୧୪ମିନିଟରେ ପ୍ରଭୁ ଶ୍ରୀ ଦଧିବାମନ, ପତିତ ପାବନ ଓ ସୁଦର୍ଶନଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଇ…

ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ ଙ୍କୁ ସମ୍ଵନ୍ଧନା

ଧର୍ମଗଡ଼ ତା ୨୨/୬/୨୪ (ହେମନ୍ତ କୁମାର ମାଝୀ)ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ ଙ୍କୁ ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଆଜି ସ୍ଥାନୀୟ କୋର୍ଟ ପରିସରରେ ଆଜି ଭାଵ୍ୟ ସମ୍ଵନ୍ଧନା ପ୍ରଦାନ କରାଯାଇଥିଲା। ଓକିଲ ସଂଘ ଆୟୋଜିତ ଏହି ସ୍ଵାଗତ ସମ୍ବର୍ଦ୍ଧନା…

କେସିଙ୍ଗା ରେ ବିଶ୍ଵ ଯୋଗ ଦିବସ ପାଳନ

କେସିଙ୍ଗା (ପ୍ରୀତେଶ ପଟେଲ)କୋରାନ୍ କାଳ ରୁ ଲୋକେ ଜାଣିଲେ ଯେ ସ୍ୱାସ୍ଥ୍ୟ ଶରିରୀ ହିଁ ଜୀବନ, କଥାରେ ଅଛି ସ୍ଵାସ୍ଥ୍ୟ ହିଁ ସମ୍ପଦ ଆଉ ଏହି ସମ୍ପଦକୁ ସାଇତି ରଖିବା ପାଇଁ ଯୋଗ  ର ଆବଶ୍ୟକତା ରହିଛି ବୋଲି ସାଧାରଣରେ ବିଶ୍ବାସ…

ବୌଦ୍ଧ ରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଶାଖା ର ଶୁଭ ଉଦଘାଟନ

ବୌଦ୍ଧ  : ବୌଦ୍ଧ ସହର ରାଜନପାଲି ଛକ ନିକଟରେ ନୂତନ ଭାବେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ବୌଦ୍ଧ ଶାଖା ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ…

ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବୌଦ୍ଧ : ଅଖଣ୍ଡ ଭାରତ ରେ ମୋଗଲ ଶାସନ କୁ ପ୍ରତିହତ କରି ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ଶିବାଜୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ରହିଥିଲା ବୋଲି ହିନ୍ଦୁ ସାମ୍ରାଜ୍ୟ ଦିବସ ସମାରୋହରେ ମତବ୍ୟକ୍ତ ପାଇଛି l ରାଷ୍ଟ୍ରୀୟ ସ୍ୱୟଂସେବକ…