ସୀମା ଟପିଲା ଅବକାରୀ ବିଭାଗ ଜୁଲୁମ

ହରଭଙ୍ଗା:୧୨/୦୯ ((ଚିତ୍ତରଞ୍ଜନ ସିଂହ)ସୀମା ଟପିଲା ଅବକାରୀ ବିଭାଗ ଜୁଲୁମ । ନିର୍ଜନ ସ୍ଥାନରେ ତନଖି ବେଳେ ଶିକ୍ଷଯାତ୍ରୀଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରି ଉଠାଇ ନେଲା ଅବକାରୀ ବିଭାଗ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ…

ଦ୍ୱିତୀୟ ଦିନ ରେ ବି ବୁରୁବୁଡା ସ୍କୁଲ ବନ୍ଦ

ହରଭଙ୍ଗା :୧୩/୦୯ (ଚିତ୍ତରଞ୍ଜନ ସିଂହ)ଦ୍ୱିତୀୟ ଦିନ ରେ ପହଞ୍ଚିଲା ଆନ୍ଦୋଳନ । ଦୁଇ ଦିନ ହେଲା ଶିକ୍ଷକ ଅଭାବ ପ୍ରତିବାଦରେ ଗେଟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ୮ ଶ୍ରେଣୀରେ ୧୭୧ ଛାତ୍ରଛାତ୍ରୀଙ୍କ ପାଇଁ…

ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଓ

ବୌଦ୍ଧ:୧୩ /୦୯  ( ଚିତ୍ତରଞ୍ଜନ ସିଂହ )ଆଜି ୧୧.୦୭ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ ବିପ୍ର ଚରଣ ମହାନ୍ତି ଜିଲ୍ଲା ବିଜେପି ସଭାପତି ଙ୍କ ନେତୃତ୍ବରେ ସମସ୍ତ ନେତୃବୃନ୍ଦ ପ୍ରମୁଖ…

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି ବ୍ୟୁରୋ: ୧୩/୦୯(ନରେନ୍ଦ୍ର ନେଗୀ)ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ମଧ୍ୟ…

ଶିକ୍ଷକ ଙ୍କ ଘରୁ ଚୋରି,୧୦ ଭରି ସୁନା ଓ ୩୦ ହଜାର ଟଙ୍କା ଚୋରି

କଣ୍ଟାବାଞ୍ଜି ବ୍ୟୁରୋ: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଥିବା ହନୁମାନ ମନ୍ଦିର ପଡ଼ାରେ ଶିକ୍ଷକଙ୍କ ଘରୁ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଦୃବୁର୍ତ୍ତ ମାନେ ଚୋରି କରି ନେଇଥିବା ବଙ୍ଗୋମୁଣ୍ଡା ଥାନାରେ…

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭ ଉଦଘାଟନ

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କୁ ମୁଖ୍ୟ…