ଧର୍ମଗଡ଼ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କଲେ ବିଧାୟକ
ଧର୍ମଗଡ଼,୯/୬/ ୨୫ (ହେମନ୍ତ କୁମାର ମାଝୀ)ଧର୍ମଗଡ଼ ରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ । ଧର୍ମଗଡ଼ ସହରରେ ନିର୍ମାଣ ହୋଇଛି ଏହି ଇନଡୋର ଷ୍ଟାଡିୟମ । ରକ୍ଷଣାବେକ୍ଷଣ ଅଭାବରୁ ଅନେକ…