କେସିଙ୍ଗା ବ୍ଲକ ରୁ ପ୍ରକୃତି ବନ୍ଧୁ ପୁରସ୍କାର ରୁ ସମ୍ମାନିତ ହେଲେ ବାଲସି ଗ୍ରାମ ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ
କେସିଙ୍ଗା : ୬/୬ (ପ୍ରୀତେଶ ପଟେଲ)ପରିବେଶ ସୁରକ୍ଷା ପାଇଁ ପୁରା ବିଶ୍ଵ ଚିନ୍ତିତ ସେହି ପରିପେକ୍ଷୀରେ କାଲି ତା. 05.06.2025 ରିଖ ଗୁରୁବାର ଦିନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମେଦିନୀପୁର,ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିଵସ 2025 ଅନୁଷ୍ଠିତ…