ଶ୍ରାବଣ ମାସର ତୃତୀୟ ସୋମବାର ଗୁର୍ଜୀମୁଣ୍ଡା ଠାରେ ଶୈବ ଭକ୍ତଙ୍କ ପ୍ରବଳ ଭିଡ଼
କେସିଙ୍ଗା : ( ପ୍ରୀତେଶ ପଟେଲ )ଶ୍ରାବଣ ର ତୃତୀୟ ସୋମବାର ।ରାଜ୍ୟ ର ବିଭିନ୍ନ ଶୈବ ପୀଠରେ ଭକ୍ତ ଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ପଞ୍ଚାୟତ ର ଗୁର୍ଜିମଣ୍ଡା ଠାରେ…