ସରସରା ନିକଟ ବୌଦ୍ଧ ଷ୍ଟେସନ ଠାରେ ରେଳ ଶୁଭାରମ୍ଭ ଅବସରରେ ସାଧାରଣ ସଭା
ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ସରସରା ନିକଟ ବୌଦ୍ଧ ଷ୍ଟେସନ ଠାରେ ରେଳ ଶୁଭାରମ୍ଭ ଅବସରରେ ସାଧାରଣ ସଭା, ଯୋଗଦେଲେ ବିଧାୟକ ସରସରା ଠାରେ ବୌଦ୍ଧ ଏବଂ ପୁରୁଣାକଟକକୁ ଟ୍ରେନ ସେବାର ଉଦଘାଟନ ଏବଂ ରାଷ୍ଟ୍ରକୁ ସମର୍ପଣ ଏବଂ ରେଳ ଯାତ୍ରାର ଶୁଭାରମ୍ଭକୁ…