ହରଭଙ୍ଗା: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ସୀମାନ୍ତ ରାଣୀ ପଥର ଗ୍ରାମରୁ ବାଘ ଛାଲ ଡିଲ ବେଳେ ମାଡ଼ିବସିଲା STF l ଛାଲ ଜବଦ ସହିତ ବିକ୍ରି କରୁଥିବା ଅଭିଯୁକ୍ତ କୁ ମଧ୍ୟ ଗିରଫ କରିଛି STF ଟିମ l ସୂଚନା ଅନୁଯାଇ ବୌଦ୍ଧ -କନ୍ଧମାଳ ସୀମାନ୍ତ ରାଣୀ ପଥର ଗ୍ରାମ ରେ ଏକ କଲରା ପତରିଆ ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ l

ବିଶେଷ ସୂତ୍ର ରୁ ଖବର ପାଇ STF ମାଡିବସି ବାଘ ଛାଲ ସହ ସମ୍ପୂକ୍ତ ଅଭିଯୁକ୍ତ ଗୌତମ ବେହେରା କୁ ଗିରଫ କରିଥିବା ସୂଚନା ମିଳିଛି l ଅନ୍ୟପଟେ ଅଭିଯୁକ୍ତ କୁ ପ୍ରଥମେ JMFC କୋର୍ଟ ଚାରିଛକ ପରେ ଜିଲ୍ଲା ବୌଦ୍ଧ କୋର୍ଟ କୁ ପଠାଯିବ ଏସମ୍ପର୍କ ରେ ବିଭାଗ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି lରିପୋର୍ଟ, ଚିତ୍ତରଞ୍ଜନ ସିଂହ, ହରଭଙ୍ଗା