ନବରଙ୍ଗପୁର : ( ବେଣୁ ଗୋପାଳ ରାଓ)ସଡ଼କ ସୁରକ୍ଷା କରୁଥିବାର ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ରେ ନିକଟରେ… ସୋଡ଼କ ସୁରକ୍ଷା ଜୀବନ ରକ୍ଷା , ଦୂତଗତି ମହାବିପତି, ହେଲମେଣ୍ଟ ପିନ୍ଦୋନ୍ତୁ ମୂଲ୍ୟବାନ ଜୀବନ ପ୍ରତି ସଚେତନ ହୁଅନ୍ତୁ , ଦୁଇଚକିଆ ଗାଡ଼ିରେ ଦୁଇଜଣରୁ ଅଧିକ ବସନ୍ତୁ ନାହି,. ଚାରିଛକିଆ ଗାଡ଼ି ଚଳାଇବା ବେଳେ ସିଟ ବେଲ୍ଟ ବ୍ୟବହାର କରନ୍ତୁ , ଗାଡ଼ିର ସଂପୃକ୍ତ କାଗଜପତ୍ର ନିଜ ପାଖରେ ରଖନ୍ତୁ, ଗାଡ଼ିର ହେଡ ଲାଇଟ ସବୁବେଳେ ଠିକ ରୋଖନ୍ତୁ , ମଦ୍ୟପାନ କରି ମୋବାଇଲ ଧରି କିମ୍ବା ଅନ୍ୟମନସ୍କୋ ହୋଇ ଗାଡ଼ି ଚାଲନ୍ତୁ ନାହି,

ଆଗ ଗାଡିଠାରୁ ପୋଛିଶ ପୁଟ ଦୂରରେ ରୁହନ୍ତୁ, ଗାଡ଼ିର ଗତି ଚାଳିଶ ରୁ ଅଧିକ ରଖନ୍ତୁ ନାହି, ଗୋରୁ ଗାଈ ଛୋଟ ପିଲା ଓ ପାଗଳଲୋକ ରାସ୍ତାରେ ବୁଲୁଥିବା ବେଳେ ସଜାଗା ରୁହନ୍ତୁ, ଦୁଇ ଚକିୟା ଗାଡି ରେ ଦୁଇ ଜଣ ବସିଲେ ଦୁଇ ଜଣ ହେଲମେଣ୍ଟ ବ୍ୟବହାର କରନ୍ତୁ , ମୂଲ୍ୟବାନ ଜୀବନ ହି ସମ୍ପତି ଅଟେ ଏବଂ ସମସ୍ତେ ସଚେତନ ହୁଅନ୍ତୁ ଏବଂ ପରିବାର ସହ ଖୁସିରେ ଜୀବନ ବଂଚିବା ବୋଲି ଭୁବନେଶ୍ୱର ରୁ ଆସିଥିବା ଇ ଆଇ ସି ର ମୁଖ୍ୟ ଶ୍ରୀ ଚକ୍ରୋଧର ମହାରଣା କୋଷାଗୁମୁଡା ରେ ଆସି ଅନେକ ଗାଡି ଚାଳକ ଙ୍କୁ ଫୁଲ ଉପହାର ଦେଇ ହେଲମେଣ୍ଟ ପିଦନ୍ତୁ ଏବଂ ସିଟ ବେଲ୍ଟ ପିଦନ୍ତୁ ଏବଂ ପରିବାର ସହ ଖୁସିରେ ଜୀବନ କାଟନ୍ତୁ ବୋଲି କୋଷାଗୁମୁଡା ବ୍ଲକ ରେ ସଚେତନତା କରାଇଥିଲେ !