ପୁରୀ : (ମନୋଜ କୁମାର ବଳୀୟାରସିଂ)ଡି.ଏ.ଭି ସ୍କୁଲର ସିବିଏସଇ ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ କୃତିତ୍ୱ ,ସୁଧ ସାଧବିକା ଜେନା ୯୮%,ସ୍ୱସ୍ତିକ ନାୟକ ୯୭.୮%,ଅଙ୍କିତା ପ୍ରିୟଦର୍ଶିନୀ୯୬.୮%,ସୁଶ୍ରୀ ଦିବ୍ୟଜ୍ୟୋତି ନନ୍ଦ୯୬.୮%,ଅମ୍ଳାନ ଅସିତ ମହାପାତ୍ର୯୬.୬%,ରାମେଶ୍ୱରୀ ମିଶ୍ର୯୬.୪%,ଯିବେଶ ଜ୍ୟୋତି ରଣସିଙ୍ଗ୯୬.୪%,ଜଗନ୍ନାଥ ବିଶ୍ୱନିଅନ୍ତା୯୬.୪%,ସ୍ନିଗ୍ଧା ସ୍ମିତା ପଟ୍ଟନାୟକ୯୫.୮%,ଦିବ୍ୟାନଶୁ ଷଡଙ୍ଗୀ ୯୫.୫%,ଆହାନା ମିଶ୍ର ୯୪.୬% ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଂଗୀତା ପଟନାୟକ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଜ୍ଞାମ୍ପନ କରିଥିଲେ।