କେସିଙ୍ଗା : (ପ୍ରୀତେଶ ପଟେଲ)ଆସନ୍ତା ୧୭ତାରିଖ ଏପ୍ରିଲ ରାମନବମୀ ମହୋତ୍ସବ ସବୁ ବର୍ଷ ଭଲି ଏହି ବର୍ଷ ମଧ୍ଯ ରାମନବମୀ ବଡ ଧୁମଧାମରେ ପାଳନ କରିବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଉଥିଲା ଗୌରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ | ବୈଠକ ରେ ନିଷ୍ପତ୍ତି ନିଆଗଲା କି ସବୁ ବର୍ଷ ପରି ଏହି ବର୍ଷ ମଧ୍ଯ ସକାଳେ ବାଇକ୍ ରେଲି ଏବଂ ସଂଧ୍ଯ ରେ ବିଶାଳ ଶୋଭାଯାତ୍ରା କରାଯିବ |

କେସିଙ୍ଗା ସହର ର ଏବଂ ଆଖପାଖ ଅଞ୍ଚଳ ର ସମସ୍ତ ରାମ ଭକ୍ତ ଓ ସମସ୍ତ ସଂଗଠନକୁ ନିମନ୍ତ୍ରଣ କରିବା ପାଇଁ ବୈଠକ ଅନୁଷ୍ଠିତ କରାଯାଇ ଥିଲା | ଏହି ବୈଠକରେ ଉପସ୍ଥିତ ଥିଲେ କେସିଙ୍ଗା ର ସମସ୍ତ ରାମ ଭକ୍ତ ଓ ବିଶ୍ଵ ହିନ୍ଦୁ ପରିଷଦ ର ସଦସ୍ୟ | ଆୟୋଜକ ଥିଲେ ରାମ ଭକ୍ତ କି ଟୋଲି |