ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ଥିଲେ
(ସ୍ବର୍ଗତଃ ଇଂଜିନିୟରଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି) ଭୁବନେଶ୍ବର :ଇଞ୍ଜିନିୟର ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ।ତାଙ୍କର ମହତ ଜୀବନ ଏବଂ ଉତ୍ତମ ଆଦର୍ଶ ଯୁଗ ଯୁଗ ପାଇଁ ଆମର ଭବିଷ୍ୟତ ପୀଢ଼ି କୁ ପ୍ରେରଣା…