ଲାଗିଲା ମାଓ ପୋଷ୍ଟର,କାଶୀପୁର ଅଞ୍ଚଳରେ ସ୍ଥିତି ଜାହିର କଲା ଲାଲବାହିନୀ

କାଶୀପୁର;(  ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତରେ ପ୍ରଥମ କରି ଲାଗିଛି ଲାଲବାହିନୀ ମାଓ ପୋଷ୍ଟର।ଏହି ଭଳି ଭାବେ କାଶୀପୁରସ୍ତିତ ନକଟି ଗୁଡ଼ି ମନ୍ଦିର, ମାଣ୍ଡିବିଶି GP ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ, ଶୁଙ୍ଗେର, ସିନ୍ଧୁର ଘାଟି…

ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ସାମ୍ବାଦିକ ଓ ସମାଜସେବୀଙ୍କୁ ସମ୍ମାନ

କାଶୀପୁର :(ଅଞ୍ଜନ କୁମାର ନାଏକ)ନୂତନ ଓଡିଶା ଟୁଡ଼େ news 24 ଚାନେଲ ର ସପ୍ତମ ବାର୍ଷକୀ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ଶ୍ରୀ ମିନାଝୋଲା ମୀନକେତନ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡମ୍ବରରେ ପାଳନ ହୋଇଯାଇଛି । ନୂତନ ଓଡିଶା ଟୁଡ଼େ news 24 ସମଗ୍ର…

ଟିଟିଲାଗଡରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

ଟିଟିଲାଗଡ଼; ( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ବାଲ୍ (ଶିଶୁ) ବୈଜ୍ଞାନିକ ପ୍ରଦର୍ଶନୀରେ ବଲାଙ୍ଗୀର ଜିଲ୍ଲାର ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କୁନି କୁନି…

ସଂସଦରେ ଓଡିଶାରେ ଶିଶୁ ସୁରକ୍ଷା ୟୁନିଟ୍ ସମ୍ପର୍କରେ ବିଜେଡ଼ି ସାଂସଦଙ୍କ ପ୍ରଶ୍ନ

ନୂଆଦିଲ୍ଲୀ / ଭୁବନେଶ୍ୱର: ୧୩/୧୨(ନରେନ୍ଦ୍ର ନେଗୀ)ସଂସଦର ଶୀତକାଳୀନ ଅଧିବେଶନରେ ସାଂସଦ ଶ୍ରୀ ନିରଞ୍ଜନ ବିଶି, ଭାରତ ସରକାର ଙ୍କ ମହିଳା ଓ ଶିଶୁ ମନ୍ତ୍ରଣାଳୟକୁ ଏକ ଅଣତାରକା ପ୍ରଶ୍ନ ଦ୍ୱାରା ଶିଶୁ ସୁରକ୍ଷା ୟୁନିଟ୍ (ସିପିୟୁ)ଗୁଡିକ ର କାର୍ଯ୍ୟକାରିତା ପାଇଁ ମିଶନ…

କଳହରୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

ଭବାନୀପାଟଣା :୧୩/୧୨(ନରେନ୍ଦ୍ର ନେଗୀ)ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀ ତା ସ୍ତ୍ରୀକୁ ହତ୍ୟା କରିଛି l ଏଭଳି ଏକ ଅଭାବନୀୟ ହତ୍ୟା କାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଗୋଇପିଟା ଗ୍ରାମରେ lସୂଚନାନୁଯାୟୀ, କୌଣସି କଥାକୁ ନେଇ ଗୋଇପିଟା ଗ୍ରାମର ମୋହନ…

ଜାତିଆଣ ଆକ୍ଷେପ ଓ ଦଳିତ କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତକୁ ୨ ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ଼ :୧୩/୧୨(ହେମନ୍ତ କୁମାର ମାଝୀ)୨୦୧୬ ମସିହାରେ ଜୟପାଟଣା ଥାନା ଅନ୍ତର୍ଗତ କୁକୁଡ଼ି ମନିଭଟା ଗ୍ରାମର ରତନ ନାଏକ ମଦ ପିଇ ସେହି ଗ୍ରାମର ହରିଜନ ସମ୍ପ୍ରଦାୟର ସହଦେବ ଠାକୁରଙ୍କୁ ଜାତିଆଣ ଆକ୍ଷେପ କରି ଅଭଦ୍ର ଭାଷା ରେ ଗାଳିଗୁଲଜ କରିବା ସହ…

ବେଲଗୁଣ୍ଠାରେ ଘୁମୁସର ରଥ ପରିକ୍ରମା

ବେଲଗୁଣ୍ଠା: ୧୩ /୧୨ ( ସୁଶାନ୍ତ କୁମାର ବେହେରା )ଘୁମୁସର ଜିଲ୍ଳା ଗଠନ ଦାବିରେ ଆଜି ବେଲଗୁଣ୍ଠାରେ ଘୁମୁସର ବିକାଶ ପରିଷଦ ପକ୍ଷରୁ ଘୁମୁସର ରଥ ପରିକ୍ରମା କରାଯାଇଛି I ଆଜି ବେଲଗୁଣ୍ଠା ପେଣ୍ଠ ସାହିରେ ଘୁମୁସର ଜିଲ୍ଳା କ୍ରିୟାନୁଷ୍ଠାନ କମିଟି…