୨୮ ରୁ ୧୩ତମ ଜାତୀୟ ନାଟକ ମହୋତ୍ସବ

ଭବାନୀପାଟଣା: (ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କଳାହାଣ୍ଡି କଳାକାର ସଂଘ ପକ୍ଷରୁ ୧୩ ତମ ଜାତୀୟ ନାଟକ ମହୋତ୍ସବ ନିମନ୍ତେ ସଭାପତି କାଦିର ଖାଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୮ ତାରିଖ ରୁ୩୦…

ପୁରୁଣାକଟକ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ରଜତ ଜୟନ୍ତୀ ସମାରୋହ ଉଦଘାଟିତ

ହରଭଙ୍ଗା; (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ସରସ୍ଵତୀ ଶିଶୁ ମନ୍ଦିରର 25 ବର୍ଷ ପୁର୍ତ୍ତୀ ଅବସରରେ ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ମାଁ ଭୈରବୀ ଙ୍କ ପୀଠ ରୁ ଅଖଣ୍ଡ ଜ୍ୟୋତି ଯାତ୍ରା, ଘୃତ ଯଜ୍ଞ…

ଚାରିଶମ୍ଭୁ ବ୍ରହ୍ମ ସମାଜ ପକ୍ଷରୁ ଗୀତା ଜୟନ୍ତୀ ପାଳିତ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡ଼ି ମନ୍ଦିର ପ୍ରାଙ୍ଗଣରେ ଚ।ରିସମ୍ବୁ ବ୍ରହ୍ମ ସମାଜ ପକ୍ଷରୁ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବେ ସମାଜର ସଭାପତି କିଶୋର ଚନ୍ଦ୍ର ପୁରୋହିତ ଓ ତାଙ୍କ ଧର୍ମ…

ହରଭଙ୍ଗା ପ୍ୟାକ୍ସ ରେ ଧାନ ମଣ୍ଡି ଆରମ୍ଭ

ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ସେବା ସମବାୟ ସମିତି ରେ ଶନିବାର ଧାନ ମଣ୍ଡି ର ଶୁଭାରମ୍ଭ ହୋଇଯାଇଛି।ଶନିବାର ସକାଳ ୧୧ ଟା ରେ ସମିତି ର ସମ୍ପାଦକ ନିର୍ମଳ ବାରିକ ଏବଂ ସଭାପତି ସୁମଜି ଲାଲ ଙ୍କ ଉପସ୍ଥିତ ରେ…

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ : ୨୨/୧୨(ହେମନ୍ତ କୁମାର ମାଝୀ)ତାଲୁକ ଆଇନ ସେବା ସମିତି, ଧର୍ମଗଡ ତରଫରୁ କାର୍ଯ୍ୟରତ ମହିଳା ମାନଙ୍କ ଉପରେ ହେଉଥିବା ଶାରୀରିକ ତଥା ମାନସିକ ଅତ୍ୟାଚାର, ଅଭିଯୋଗ ବ୍ୟବସ୍ଥା ତଥା ଏହାର ନିରାକରଣ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କଂସାରୀ ଗୁଡା ଆଦିତ୍ୟ ବିର୍ଲା କାରଖାନା

କାଶୀପୁର: ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଡ଼ାପାଡି ପଞ୍ଚାୟତ ରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କାନ୍ଫୋରଏସ ମାଧ୍ୟମରେ ୮ ହଜାର କୋଟି ଟଙ୍କା ନିବେଶର ଆଲୁମିନା ଉତ୍ପାଦନ ଆଦିତ୍ୟ ବିର୍ଲା ପ୍ରକଳ୍ପର…

ଯେସିଆଈ ଟିଟିଲାଗଡ ସିଟି ତରଫରୁ ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯେସିଆଇ ଟିଟିଲାଗଡ ସିଟି ତରଫରୁ ସଭାପତି ଶ୍ରୀ ତ୍ରିଲୋକନାଥ ଜୈନଙ୍କ ସଭାପତିତ୍ବରେ ସ୍ଥାନୀୟ ଡି ଏନ ରିସର୍ଟ ଠାରେ ଜାତୀୟ ସ୍ତରର ହାସ୍ୟ କବି ମାନଙ୍କୁ ନେଇ…

ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଓ ଉଦଯାପନୀ ଦିବସ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିରନରସିଂହପୁର ର ପ୍ରଥମ ବାର୍ଷିକ ଉତ୍ସବ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁ ଙ୍କ ସଭାପତିତ୍ୱ ରେ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ତତ ସହିତ…

ବେହେରା କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ

(ନୂତନ ଉନ୍ନତ ଅଭିଳାଷ ଓଡ଼ିଶାର ସ୍ୱପ୍ନ ସାକାର ହେବ) ଧର୍ମଗଡ଼ : ୨୨/୧୨(ହେମନ୍ତ କୁମାର ମାଝୀ)ଯୁବ ଶକ୍ତିର ଉତ୍ଥାନ ପାଇଁ ରାଜ୍ୟ ସରକାର ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନୂତନ ଓଡିଶା ନିର୍ମାଣର…

ରାମଗଡ ଜଗନ୍ନାଥ ବନ ପ୍ରକଳ୍ପ ର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାପାଳ ଙ୍କୁ ଭେଟିବ ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ

ହରଭଙ୍ଗା :  (ଚିତ୍ତରଞ୍ଜନ ସିଂହ)ନୂଆ ବର୍ଷ କୁ ନେଇ ସବୁ ଆଡେ ବଣଭୋଜିର ଅସରl ଜମିବାରେ ଲାଗିଲାଣି l ବଣ ଭୋଜି ପାଇଁ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ପ୍ରମୁଖ ସ୍ଥଳୀ ପାଲିଟି ଥିବା…