ଦଶମ ବୋର୍ଡ ପରୀକ୍ଷାରେ ଜିଲ୍ଲାର ସାତଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ଦଶମ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ତରଫରୁ ପ୍ରୋତ୍ସାହନ ସ୍ୱରୂପ ଦିଆଯାଉଛି ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର । ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ଅବସରରେ ଏହି ପୁରସ୍କାର ଦିଆଯାଉଥିବାବେଳେ ଆଜି କଳାହାଣ୍ଡି…

ଗୁଣାତ୍ମକ ଓ ଢାଞ୍ଚାଗତ ପରିବର୍ତ୍ତନ ଦ୍ୱାରା କୃଷି ହେବ ଲାଭଜନକ

୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ‘କୃଷି ଆୟର ଦ୍ବିଗୁଣନ ପ୍ରକ୍ରିୟା’ ଶୀର୍ଷକ ସଂପାନ ଅନୁଷ୍ଠିତ ଭବାନୀପାଟଣା :୧୭/୦୧(ନରେନ୍ଦ୍ର ନେଗୀ)ଆଜିର ଦିନରେ କୃଷିକ୍ଷେତ୍ର ପ୍ରତି ଗୁରୁତ୍ବ ଦେବା ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ଜିଲ୍ଲାର ଧାନ ଉତ୍ପାଦନ ଆଜି ରେକର୍ଡ କରିଛି…

ଚିତ୍ରକଳାରେ ଝଲସୁଛି ପ୍ରକୃତିରାଣୀର ଭରାସମ୍ଭାର

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉପଲକ୍ଷେ ଚିତ୍ରକଳା ପ୍ରଦର୍ଶନୀ ଭବାନୀପାଟଣା : (ନରେନ୍ଦ୍ର ନେଗୀ)୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ଲାଲ ବାହାଦୁଇ ଶାସ୍ତ୍ରୀ ଷ୍ଟାଡିୟମ୍ ପରିସରରେ ଏକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀତ ହୋଇଛି । ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇ ପ୍ରଦର୍ଶନୀସ୍ଥଳରେ ଲୋକେ…

ନାଗରିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଜାଗ ରହିବା ଆଜି ସମୟର ଆବଶ୍ୟକତା

କଳାହାଣ୍ଡି ଉତ୍ସବର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଝୁମିଲେ ଲକ୍ଷାଧିକ ଦର୍ଶକ ଭବାନୀପାଟଣା: (ନରେନ୍ଦ୍ର ନେଗୀ)କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ନାଗରିକ ଅଧିକାର, କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ଆଜି ସମୟର ଆବଶ୍ୟକତା । ଆଉ ଅଳ୍ପ…

ଜୀବନ ବ୍ୟାପି ସାଧନା ପାଇଁ ପାଞ୍ଚଜଣଙ୍କୁ ବରପୁତ୍ର ସମ୍ମାନ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟାରେ ଜିଲ୍ଲାର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ହରେକୃଷ୍ଣ…

ଭାରସାମ୍ୟ ହରାଇ ମାଲ ବୋଝେଇ ୪୦୭ ଦୁର୍ଘଟଣା,ଅଳ୍ପକେ ବର୍ତିଲେ ଡ୍ରାଇଭର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଜାତୀୟ ରାଜପଥ ୨୬ କୋକସରା ଥାନା ଡୋଙ୍ଗରି ଗୁଡା ଓ କୁସୁମଖୁଣ୍ଟି ରାସ୍ତା ମଝି ମଙ୍ଗଳବାର ମଧ୍ୟାହ୍ନ ରେ ଛତିଶଗଡ଼ ଝାକରପଡା ରୁ ଜୟପାଟଣା ବ୍ଲକ କାଞ୍ଜିଗୁଡା କୁ କିରାନା ସାମାନ ବୋଝେଇ ୪୦୭ ଗାଡି…

ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପର ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ପ୍ରଭାଗ ନମ୍ବର ୧ ଆନୁକୂଲ୍ୟ ରେ ମଙ୍ଗଳବାର ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି।କୁସୁମଖୁଣ୍ଟି…

୧୦ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଘଣ୍ଟାପଡ଼ା ପୋଲିସ

ହରଭଙ୍ଗା: (ଚିତ୍ତରଞ୍ଜନସିଂ) :ସୋମବାର ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଘଣ୍ଟାପଡ଼ା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ଥାନା ଏସ ଆଇ ବିଶ୍ଵାମିତ୍ର ଲୋଇଙ୍କ ନେତୃତ୍ୱରେ…

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ) ଓଡିଶା ସରକାର ଙ୍କ ଜଳସମ୍ପଦ ବିଭାଗ ବୌଦ୍ଧ କ୍ଷୁଦ୍ର ଜଳ ସେଚନ ଆନୁକୂଲ୍ୟ ରେ ହରଭଙ୍ଗା ବ୍ଲକ ପଲସା କୁଟୁଣୀ ଡ୍ୟାମ ନିକଟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି…

ମଘାମରl ବୁଢାଦେଓ ଯାତ୍ରା ରେ ଉଦବୋଧନ ଦେଲେ ରାଜ୍ୟସଭା ସାଂସଦ

ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି  ପାଟଣାଗଡ ବ୍ୟୁରୋ: ୧୫/୦୧(ନରେନ୍ଦ୍ର ନେଗୀ)ମଘାମରା ଗାଁ ରେ ଆଦିବାସୀ ମାନଙ୍କ ପ୍ରସିଦ୍ଧ ବୁଢାଦେଓ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ କଂସ ଦରବାର ରେ ରାଜକୀୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ…