ହରଭଙ୍ଗା ଜର୍ଣ୍ଣାଲିଷ୍ଟ ଆସୋସିଏସନର ସାଧାରଣ ପରିଷଦ ବୈଠକ
ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସାଧାରଣ ପରିଷଦ ବୈଠକ ବୁଧବାର ଦିନ ସଙ୍ଘ କାର୍ଯ୍ୟାଳୟ ଚାରିଛକ ଠାରେ ଅନୁଷ୍ଠିତ ହୋଇଯାଇଛି l ସଙ୍ଘ ସଭାପତି ବନମାଳୀ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ…