ଉପାନ୍ତ ଅଂଚଳରେ ଖୋଲିଲା ଗ୍ରାହକ ସେବା କେନ୍ଦ୍ର

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ):ବ୍ୟାଙ୍କ ସେବା ପ୍ରତି ଗ୍ରାହକ ଙ୍କ ସୁବିଧା ଦୃଷ୍ଟିରୁ ଉପାନ୍ତ ଅଂଚଳରେ ଖୋଲିଲା SBI ଗ୍ରାହକ ସେବl କେନ୍ଦ୍ର l ସୂଚନା ଅନୁଯାଇ ଉପାନ୍ତ ଇଲାକା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ହରଭଙ୍ଗା SBI ଶାଖା…

ସରକାରୀ ବସ କୁ ଧକ୍କା ଦେଲା ଗୋରୁ ବୋଝେଇ ପିକଅପ,୨୦ ଗୋରୁ ଗୁରୁତର

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ସିଙ୍ଗାଣିବିଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସରକାରୀ ବସ କୁ ଧକ୍କା ଦେଲା ଗୋରୁ ବୋଝେଇ ପିକଅପ ଗାଡି l ଦୁର୍ଘଟଣା ସ୍ଥଳରେ 20 ଟି…

ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ହରଭଙ୍ଗା ବ୍ଲକସ୍ଥିତ ଚାରିଛକପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୁଣନିଧି ସାହୁ ଏବଂ ପିଇଟି ପ୍ରଦୀପ୍ତ କୁମାର ସାହୁଙ୍କୁ ଚାକିରୀ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ଅବସରରେ ବିଦ୍ୟାଳୟ ବର୍ତମାନ ପ୍ରଧାନ…

ଦୀର୍ଘ ୨୫ ବର୍ଷ ର ଅପେକ୍ଷା ପରେ କାଶୀପୁର ଠାରେ କଂଗ୍ରେସ ର ବିଜୟ ଉତ୍ସବ ପାଳନ

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଠାରେ କଂଗ୍ରେସ ର ବିଜୟ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା।ଦୀର୍ଘ ୨୫ବର୍ଷର ଅପେକ୍ଷା ପରେ ଏକା ସାଙ୍ଗେ କରାପୁଟ ଲୋକସଭା ସଂସଦ ଓ ନବନିର୍ବାଚିତ ରାୟଗଡା ବିଧାୟକଙ୍କ ଏକ…

ରେତନଦୀ ନୂତନ ଅନ୍ତନଦୀ ଜଳାଶୟ ପ୍ରକଳ୍ପ ପାଖରେ ମୃତଦିହ 

କେସିଙ୍ଗା : (ପ୍ରୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଯୋଲକୋ ରେତନଦୀ ରେ ତିଆରି ହୋଇଥିବା ନୂତନ ଅନ୍ତନଦୀ ଜଳାଶୟ ପ୍ରକଳ୍ପ ପାଖରେ ଶନିବାର ସକାଳୁ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା।ପରେ ଅଞ୍ଚଳ ବାସୀ ସଙ୍ଗେ ସଙ୍ଗେ…

ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବିଧାୟକଙ୍କୁ ସ୍ମାରକ ପତ୍ର

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା ) ଆଗାମୀ ଦିନରେ ବିଧାନସଭା ବୈଠକ ବସିବାକୁ ଥିବା ବେଳେ ନିଜର ତିନି ଦଫା ଦାବି ଜଣାଇ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

ମୈତ୍ରୀ କମ୍ପାନୀ ସହଯୋଗ ରେ କାଶୀପୁର ଠାରେ ଗିରିଗବର୍ଦ୍ଧନ ମନ୍ଦିର ନିର୍ମାଣ

କାଶୀପୁର :  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳ ର ଗୌଡ଼ ସମାଜ ର ଅନେକ ଦିନ ର ଦାବି ପରେ ମୈତ୍ରୀ ଇଂଫ୍ରା ଏଣ୍ଡ ମାଇନିଂ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ସ୍ବେଚ୍ଛାକୃତ ଭାବେ ଗିରିଗବର୍ଦ୍ଧନ ମନ୍ଦିର ର ସମ୍ପୁର୍ଣ୍ଣ…

କାଶୀପୁର ରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଓ ଖଣିଜ ମନ୍ତ୍ରୀ ସମୀକ୍ଷା ବୈଠକ ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ

କାଶୀପୁର : (ଅଞ୍ଜନ କୁମାର ନାଏକ)୧୧/୦୭/୨୪ କାଶୀପୁର ବ୍ଲକ ସଦ୍ଭାବନା ଗୃହ ରେ ଆଜି ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ମନ୍ତ୍ରୀ ଙ୍କ ଦ୍ଵାରା ଆଜି ବ୍ଲକ ସଦ୍ଭାବନା ଗୃହ ରେ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସାଂସଦ ଓ ବିଧାୟକଙ୍କୁ ସମ୍ଵନ୍ଧନା

ଧର୍ମଗଡ଼ ତା ୧୧/୭/୨୪( ହେମନ୍ତ କୁମାର ମାଝୀ)ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଧାୟକ ଓ ସାଂସଦ ଙ୍କୁ ସମ୍ଵନ୍ଧନା ଉତ୍ସଵ ରେ ସାଂସଦ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ସମୟ କୁ ସଠିକ ଉପଯୋଗ କରି ପାଠ ପଢି ଵାକୁ…

ପ୍ରତ୍ୟକ୍ଷ ଦେବୀ ମା ଦକ୍ଷିଣ କାଳୀ ମନ୍ଦିରର ରତ୍ନ ମୁଦ ସମ୍ପନ୍ନ

ହରଭଙ୍ଗା :10/07(ଚିତ୍ତ ରଞ୍ଜନ ସିଂ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ସ୍ଥିତ ବହୁ ପୁରାତନ ପ୍ରତ୍ୟକ୍ଷ ଦେବି ମା ଦକ୍ଷିଣ କାଳି ନୂତନ ମନ୍ଦିର ର ଆଜି ରତ୍ନ ମୁଦ ରୀତିନୀତି ଅନୁଯାଇ ସମ୍ପନ୍ନ ହୋଇଛି l ଆଜି ପ୍ରାତଃ…