ପ୍ରାଣୀ ଧନ ଚିକିତ୍ସକ ଓ ପଡ଼ାବାସୀଙ୍କ ଅକ୍ଳ।ନ୍ତ ଚେଷ୍ଟା ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲାନି ଗାଈ, ଶେଷରେ ହାରିଲା ଜୀବନ

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ସ୍ୱାର୍ଥପର ଦୁନିଆଁରେ କିଏ କାହାର ? ସମସ୍ତେ ଯିଏ ଯାହାର ସ୍ୱାର୍ଥରେ ବ୍ୟସ୍ତ, ତା ଭିତରେ ବି ମାନବିକତା ବଞ୍ଚି ରହିଛି। ଟିଟିଲାଗଡ ସହରର ହାଟପଦା ପଡ଼ା ଏକତାର ପ୍ରତୀକ, ସୋମବାର ସନ୍ଧ୍ୟାରେ ଶାନ୍ତି ନିବାସ ଗଳି…

କାର୍ତ୍ତିକ ମାସର ତୃତୀୟ ସୋମବାର ଥିବାରୁ ବାବା ଆଖାଣ୍ଡଳମଣି ପୀଠରେ ବିଶେଷ ପୂଜା ଅର୍ଚ୍ଚନା

ଢେଙ୍କାନାଳ:ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖାଣ୍ଡଳମଣି ପୀଠରେ ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇ ଥିଲା । ପ୍ରାତହରୁ ମଙ୍ଗଳ ଆଳତି ,ମହା ସ୍ନାନ ବେଲପତ୍ର ବିଭିନ୍ନ ଫୁଲହାର ବିଭିନ୍ନ ଭୋଗ…

ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ:୧୩ା୧୧(ଚିତ୍ତରଞ୍ଜନ ସିଂହ)ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦିନିକିଆ ବୌଦ୍ଧଜିଲା ଗସ୍ତ କରି ଐତିହାସିକ ରାମଶ୍ୱେର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ କରିଛନ୍ତି । ବୌଦ୍ଧ ସର୍କିଟହାଉସଠାରେ ପ୍ରତିନିଧି ମଣ୍ଡଳୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ…

‘ଗିରିଗୋବର୍ଦ୍ଧନ ପୂଜା ପ୍ରକୃତି ପୂଜାର ଆଦ୍ୟ ସ୍ୱର’ ବେହେରାରେ ଗିରିଗୋବର୍ଦ୍ଧନ ପୂଜନୋତ୍ସବ ଅନୁଷ୍ଠିତ

ଧର୍ମଗଡ଼:୧୩/୧୧(ହେମନ୍ତ କୁମାର ମାଝୀ)ଯେତେବେଳେ ବି ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉଠିଛି, ଯାଦବମାନେ ଆଗରେ ରହିଛନ୍ତି। ଦେବପୂଜାକୁ ବିରୋଧ କରି ପ୍ରକୃତି ପୂଜାକୁ ଅପଣାଇବା ପାଇଁ ଶ୍ରୀକୃଷ୍ଣଙ୍କ ଆହ୍ୱାନ ସାଂପ୍ରତିକ ସମାଜରେ ବେଶ୍ ପ୍ରାସଙ୍ଗିକ। ଏହା ପ୍ରକୃତି ପୂଜାର ଆଦ୍ୟ ସ୍ୱର ବୋଲି…

ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଡିସେମ୍ବର ୨୪ ଓ ୨୫ ରେ ବୁଢ଼ା ଡଙ୍ଗର ଲକୋ ମହୋତ୍ସବ

କେସିଙ୍ଗା:୧୩/୧୧(ପ୍ରିତେଶ ପଟେଲ୍ )ଆୟୋଜକ କମିଟି ତରଫ ରୁ ଜାତୀୟ ସ୍ତରର ହେଉଥିବା ବୁଢା ଡଙ୍ଗର ଲକୋ ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ଓ ୨୫ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ଓ ସ୍ବେଛାସେବୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ…

ବେଲଗୁଣ୍ଠାସ୍ଥିତ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ଯଥାରୀତିରେ ପୂଜାପାଠ ଅନୁଷ୍ଠିତ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠାସ୍ଥିତ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ପଣ୍ଡିତ ପ୍ରମୋଦ ପାଟଯୋଶୀଙ୍କ ପୌରୋହିତ୍ୟରେ ଚଣ୍ଡୀ ପାଠ ସହ ପଣ୍ଡିତ ରାଧାକାନ୍ତ ପତି, ଦିଗାମ୍ବର ଷଢଙ୍ଗୀ ଓ ପଞ୍ଚାନନ ଶତପଥୀ ଙ୍କ ପୌରୋହିତ୍ୟରେ ମହାଆଡମ୍ବର…