ଧର୍ମଗଡ଼ ନଗର ବିଜୁ କଲ୍ୟାଣ ମଣ୍ଡପ ଠାରେ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ

ଧର୍ମଗଡ଼:୧୫/୧୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ଵିଜୁକଲ୍ୟାଣ ମଣ୍ଡପ ଠାରେ ନଗର ପାଳ ଅଶୋକ ଅଶୋକ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ମୈଷଧୀ ଵାଗ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟସେନ ଧାରୁଆ ଉପାଧ୍ୟକ୍ଷା ମନିଷା ମୁଣ୍ଡ ମିଶ୍ର…

ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ,ରଜତ ବଂଶଲ ସଭାପତି, ତ୍ରିଲୋକନାଥ ସିଂ ଉପସଭାପତିପତି

ଧର୍ମଗଡ଼:୧୫/୧୧(ହେମନ୍ତ କୁମାର ମାଝୀ)କଳାହାଣ୍ଡିର ଦଣ୍ଡପାଟ ଅଞ୍ଚଳରେ ବିଭିନ୍ନ ସଚେତନାତ୍ମକ, ରଚନାତ୍ମକ ଓ ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିଥିବା ଅଗ୍ରଣୀ ସଂସ୍ଥା ଦଣ୍ଡପାଟ ଯୁବ ସେବା ସଂଗଠନ, ବେହେରାର ନୂତନ କର୍ମକର୍ତ୍ତା ଚୟନ ହେଇଯାଇଛି। ଏଥିରେ ଯୁବ ସମାଜସେବୀ ରଜତ ବଂଶଲ ସଭାପତି…

ନବରଙ୍ଗପୁର ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ର ବିଭାଗ ର ଆଲୋଚନା ଚକ୍ର ଓ ନବାଗତଙ୍କୁ ସ୍ଵାଗତ

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ “ବସୁଧୈବ କୁଟୁମ୍ବକମ୍” ଏବଂ “ଶ୍ରୀମଦ୍ ଭଗବତ ଗୀତା ” ଉପରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାଚକ୍ର କୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ…

ଭାରତର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଉତ୍କଳ ଭାରତୀ ତରଫରୁ ଦିଲ୍ଲୀରେ ସ୍ମୃତି ସଭା

ନୂଆଦିଲ୍ଲୀ:୧୫/୧୧ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କ ପ୍ରତି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଶ୍ରୀ ନୀଳାଚଳ ସେବାସଂଘର ସହଯୋଗ ରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଆୟୋଜିତ…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ଢେଙ୍କାନାଳ:ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହା ଆଡ଼ମ୍ବର ରେ ଶିଶୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଓ ସଭ୍ୟ ସଭ୍ୟା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପଞ୍ଚସଖା…

ପିପଲପଦର ଏସସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତି ଅବସରରେ ଯୋଗଦେଲେ ଦୁଇ ମନ୍ତ୍ରୀ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରର ପରିଚିତ ଏସସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତି ଅତି ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ,…

ଆଜିର ଶିଶୁ କାଲି ର ଭବିଷ୍ୟତ

ମୁନିଗୁଡା :(ରମାକାନ୍ତ ପୋଡାଳ )ସୁସମାଜ ଗଠନରେ ଏହି ଶିଶୁ ର ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ । ଆଜି ନଭେମ୍ବର ୧୪ ଶିଶୁ ଦିବସ ଉପଲକ୍ଷେ ଅଭ୍ୟାସ ଟେକ୍ନୋ ସ୍କୁଲ୍ , ପଦ୍ମପୁର ଠାରେ ଶିଶୁ ଦିବସ ପାଳିତ ହୋଇ ସାରିଛି…