ଏସଏଚଜି ମହିଳା ମାନଙ୍କ ଗ୍ରୁପ ପଇସା ଠକ କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ

କେସିଙ୍ଗା : (ପ୍ରୀତେଶ ପଟେଲ)ଗତକାଲି କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକ ଅଦାଲତ ରେ ଏକ ପଇସା ଠକ କେସ ର ବିଚାର କରି ଅଭିଯୁକ୍ତ କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦୦୦ ଟଙ୍କା…

ଟିଟିଲାଗଡରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଉଦଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ଟିଟିଲାଗଡ ଟାଉନରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଶୁଭ ଉଦଘାଟନ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଏହି ପ୍ରକଳ୍ପ…

ସପ୍ତମ ଗଡଜାତ ଲୋକମହୋତ୍ସବର ଷଷ୍ଠ ସନ୍ଧ୍ୟା, ମନମୋହିଲା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁରଠାରେ ଚାଲିଥିବା ସପ୍ତମ ଗଡଜାତ ଲୋକମହୋତ୍ସବର ବୁଧବାର ସପ୍ତମ ସନ୍ଧ୍ୟାରେ ବୀରନରସିଂହପୁର ସମିତି ସଭ୍ୟା କଲ୍ୟାଣୀ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ…

ସଙ୍କୁଲଇ ପ୍ୟାକ୍ସ ରେ ଧାନ ମଣ୍ଡି ଶୁଭାରମ୍ଭ

ହରଭଙ୍ଗା :୨୦/୧୨ (ଚିତ୍ତରଞ୍ଜନ ସିଂହ)ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ସଙ୍କୁଲଇ ପ୍ରାଥମିକ ସେବା ସମୟରେ ସମିତି ଠାରେ ଚଳିତ ବର୍ଷ ର ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ସମବାୟ ସମିତି ର ସଭାପତି ରଶ୍ମିତା ମହାକୁଡ଼…

କଙ୍କଲାରେ କଳସ ଯାତ୍ରା ଅନୁଷ୍ଠିତ

ହରଭଙ୍ଗା:୨୦।୧୨(ଚିତ୍ତରଞ୍ଜନ ସିଂହ) ମାଣବସା ଗୁରୁବାର ମା ଲକ୍ଷ୍ମୀ ପୂଜା ଅବସରରେ ହରଭଙ୍ଗା ବ୍ଲକ୍ ଧଳପୁର ଗ୍ରାମ ପଞ୍ଚାୟତ ର କଙ୍କଲା ଗ୍ରାମରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାବା କଇଁଫୁଲ ଆଶ୍ରମ କଙ୍କଲା ମହାନଦୀ କୂଳରୁ ୧୦୮ କଳସ ପାଣି…

ହରଭଙ୍ଗା ପଂଚାୟତ ସମିତିର ସାଧାରଣ ବୈଠକ

ହରଭଙ୍ଗା :୨୦/୧୨ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଲକ ଅଧକ୍ଷା ସ୍ନେହ ଲତା ପ୍ରଧାନ ଙ୍କ ଧକ୍ଷତରେ   ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅଧିବେଶନ କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ…

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର

୫୦ଥର ପାଇଁ ରକ୍ତଦାନ କରି ଆନନ୍ଦିତ: ଅଧ୍ୟାପକ ମୋହନ ଚରଣ ବିଷି ଧର୍ମଗଡ଼: ୨୦/୧୨(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବେହେରା ରେ ଯୁବ ଓଡିଶା ନଵୀନ ଓଡ଼ିଶା ନୂଆ-…