ବିକସିତ ଗ୍ରାମ ବିକସିତ ଓଡ଼ିଶା ପାଣ୍ଟି ରେ ଉଦ୍ୟାନ ନିର୍ମାଣ ଭିତ୍ତିପ୍ରସ୍ତନ ସ୍ଥାପନ
ଧର୍ମଗଡ଼ ତା ୪/୬(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛିଳପା ଗ୍ରାମ ପଞ୍ଚାୟତ ଜେନା ଡଙ୍ଗରୀ ଠାରେ ବିକସିତ ଗ୍ରାମ ବିକସିତ ଓଡ଼ିଶା ପାଣ୍ଟି ରେ ଦଶ ଲକ୍ଷ ଟଙ୍କାର ଏକ ଉଦ୍ୟାନ ନିର୍ମାଣ ପାଇଁ ଆଜି ମୁଖ୍ୟ…