ସରକାରଙ୍କ ତରଫରୁ ବିଶ୍ୱ ଆଦିବାସୀ ଦିବସରେ କାଶୀପୁର ବ୍ଲକକୁ ଉପହାର ଭେଟି !!!

କାଶୀପୁର(ଅଞ୍ଜନ କୁମାର ନାଏକ)ବହୁ ପ୍ରତୀକ୍ଷା ପରେ ଆଜି କାଶୀପୁର ବ୍ଲକ ବାସିନ୍ଦାଙ୍କ ଏକ ବିରାଟ ସ୍ବପ୍ନ ସାକାର ହେଇଛି। କାଶୀପୁର ବ୍ଲକ ର ଶିକ୍ଷିତ ଯୁବକ ଜବତୀ ଏବଂ ଅନେକ ସରକାରୀ ବେସରକାରୀ ଓ ବିଭିନ୍ନ ରାଜନୀତି ମହଲ,ବୁଦ୍ଧିଜୀବୀ ମହଲରୁ କାଶୀପୁର…

କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ୱ ଆଦିବାସୀ ଦିବସ ପାଳନ

କାଶୀପୁର ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଆଜି ଜାତିସଙ୍ଘ ମାନ୍ୟତା ଅଗଷ୍ଟ ତା ୯ ରିଖ କୁ ବିଶ୍ୱ ଆଦିବାଦୀ ଦିବସ ଭାବେ ପାଳନ କରାଯାଇଛି। ଏହି ପରିପେକ୍ଷୀ ରେ କାଶୀପୁରବ୍ଲକ ସଦର…

ନ୍ୟାୟ ପ୍ରଦାନରେ ବନ୍ତ ପୋଲିସର ଟାଳଟୁଳ ନୀତି ଅଭିଯୋଗ

ଭଦ୍ରକ : (ଶ୍ୟାମସୁନ୍ଦର ଦାସ )ବନ୍ତ-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଛୟାଳସିଂହ ଗ୍ରାମରେ ଜଣେ ମହିଳାଙ୍କ ଘରପୋଡ଼ି ଦେବା ସହ ଜିନିଷପତ୍ର ଲୁଟ୍ ଘଟଣାରେ ବନ୍ତ ପୋଲିସ ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏନେଇ…

ବୌଦ୍ଧ ର ନୂତନ ଜିଲ୍ଲାପାଳ ହେଲେ ସୁବ୍ରତ କୁମାର ପଣ୍ଡା

ହରଭଙ୍ଗା ୯/୮ (ଚିତ୍ତ ରଞ୍ଜନ ସିଂ )ରାଜ୍ୟସରକାର ଆଇ ଏ ଏସ ସ୍ତରରେ ଏକ ବଡ଼ ଧରଣ ର ଅଦଳ ବଦଳ କରିଛନ୍ତି। ଏହି କ୍ରମ ରେ ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ ଙ୍କ ମଧ୍ୟ ବଦଳି ହୋଇଛି। ତାଙ୍କୁ ଜଗତସିଂହପୁର…

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ହରଭଙ୍ଗା ୯/୮ (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଚାରିଛକ କାର୍ଗିଲ ସାହିର ଏକ ଯୁବକ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାଇ କାର୍ଗିଲ ସାହି ର ବାପି ବେହେରା (୪୦ )ନାମକ ଏକ ଯୁବକ…

ଲୋକଙ୍କ ଆଗ୍ରହ ଆଗରେ ହାର ମାନିଲା ସମୟ

ହରଭଙ୍ଗା ୯/୮ (ଚିତ୍ତ ରଞ୍ଜନ ସିଂ )ଗୁରୁବାର ଦିନ ସରକାରୀ ଦଳ ର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ହରଭଙ୍ଗା ବ୍ଲକ ର ସବୁ ପଞ୍ଚାୟତ ପରିଦର୍ଶନ କରି ସନ୍ଧ୍ୟା ସମୟରେ ଦୁର୍ଗମ ଆଦିମ ଅଧୁଷିତ ତଳଗାଁ…

ଦୀର୍ଘ ୩୦ ଘଣ୍ଟା ପରେ ମିଳିଲା ସାଗର ରେ ନିଖୋଜ ବାପାର ମୃତଦେହ

କେସିଙ୍ଗା; ୯/୮ (ପ୍ରୀତେଶ ପଟେଲ)ଗତକାଲି କେସିଙ୍ଗା ବୋରିଙ୍ଗପଦର ର ବୈବସୁତ ରଣା (୫୦) ମାଛ ମାରିବାକୁ ସ୍ଥାନୀୟ ସାଗର କୁ ଯାଇ ନିଖୋଜ ଘଟଣାର ପ୍ରାୟ ୩୦ ଘଣ୍ଟା ପରେ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଦମକଳ ବାହୀନି ସାଗର…